Latest Odisha News

BREAKING NEWS

Browsing Tag

Aditya Das Death case

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇ ପାରିଲାନି କ୍ରାଇମବ୍ରାଂଚ । ଏହି ମାମଲାରେ ହାଇକୋର୍ଟ କ୍ରାଇମବ୍ରାଂଚ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ‘ରହସ୍ୟମୟୀ’ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଥିବା ସାଇକୋ ଲେଡି ଏବେ ସାମ୍ନାକୁ ଆସିଛନ୍ତି । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ,…

ମୋ ପୁଅକୁ ଧମକ ଦେଉଥିଲା ସାଇକୋ ଲେଡି: ଆଦିତ୍ୟଙ୍କ ମା’

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଦିତ୍ୟଙ୍କ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସାଇକୋ ଲେଡିକୁ ନେଇ ବିକାଶଙ୍କ ବଡ ବୟାନ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମତ୍ୟୃକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସଂପର୍କ ଥିବା ନେଇ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ, ସାଇକୋ ଲେଡି ଉପରେ ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଏବେ ତାଙ୍କ ମୃତ୍ୟୁ ମାମଲାରେ ଜଣେ ସାଇକୋ ଲେଡିଙ୍କ କଥା ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ବାପା ସାଇକୋ ଲେଡି ଉପରେ ସନ୍ଦେହ କରୁଛନ୍ତି । ସେ କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଖୋଳତାଡ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ । ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି । ତଦନ୍ତ ପରିସରରେ ଥିବା…

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ସ । ତାଙ୍କୁ ହତ୍ୟା କରଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଉପରୁ ପରଦା ଉଠିନି । ତେବେ ଆଜି ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର…

ଫେସବୁକକୁ କ୍ରାଇମବ୍ରାଞ୍ଚର ଚିଠି: ଆଦିତ୍ୟଙ୍କ ଶେଷ ପୋଷ୍ଟ ଖୋଲିବ କି ମୃତ୍ୟୁ ରହସ୍ୟ !

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହୋଇ ହୋଇ ଚାଲିଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଏହି ରହସ୍ୟମୟ ମୃତ୍ୟୁ ଘଟଣା ଏବେ କ୍ରାଇମବ୍ରାଞ୍ଚ ହାତରେ । ସୁଚାନୁଯାୟୀ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଅଧିକ ତନାଘନା ପାଇଁ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଶ୍ରୀ ଓ ତିନି ସହଯୋଗୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ମାସେ ପୂରିବାକୁ ବସିଲାଣି କିନ୍ତୁ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ । ତେଣୁ ପତ୍ନୀ ବିଦ୍ୟାଶ୍ରୀ ଓ ତାଙ୍କ ତିନି ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଜିଆର୍‌ପି ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିଛି । ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍‌ର…