Latest Odisha News

BREAKING NEWS

Browsing Tag

Agriculture Bill

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ,…

କୃଷି ବିଲ୍‌କୁ ବିରୋଧ ଜାରି, ରେଳ ଧାରଣା ଉପରେ ବସିଲେ ଚାଷୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ କୃଷି ବିଲ୍ ପାସ୍ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ ଜାରି ରହିଛି ବିରୋଧ । ବିଲ୍ ବିରୋଧ କରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଂଜାବରେ ଆଜି ଚତୁର୍ଥ ଦିନ ପାଇଁ ରେଳରୋକ କରିଛନ୍ତି କୃଷକ । କିଷାନ ମଜଦୁର ସଂଘ…

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା…

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ…

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ରାଜ୍ୟ ସଭାରେ ଆଜି ପାରିତ ହୋଇଛି କୃଷି ବିଲ୍ । ବିରୋଧୀଙ୍କ ବିରୋଧ ସତ୍ତ୍ୱେ କୃଷି ବିଧେୟକ ଉପରେ ଅନ୍ତିମ ମୋହର ବାଜିଛି । ଏହାପରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଇଟ୍ କରି ଦେଶର ସମସ୍ତ କୃଷକ ତଥା ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଇଟ୍ କରି…

କୃଷି ବିଲ ବିବାଦକୁ ନେଇ ମତ ରଖିଲେ କଣ୍ଠଶିଳ୍ପୀ ଦିଲଜିତ ଦୋସଞ୍ଜ ଓ ଦଲେର ମେହେନ୍ଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ତଥା ରାସ୍ତାରେ ବିବାଦୀୟ ଫାର୍ମ ସେକ୍ଟର ବିଲ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି । ଏ ନେଇ ପଞ୍ଜାବୀ କଳାକାରମାନେ ସୋସିଆଲ ମିଡିଆ ବ୍ୟବହାର କରି ଚାଷୀଙ୍କ ସ୍ୱରକୁ ବୃଦ୍ଧି କରିଛନ୍ତି । କେତେକ ଏହାକୁ ରଦ୍ଦ କରିବାକୁ ଚାଷୀଙ୍କ ଦାବିକୁ ସମର୍ଥନ କରିଥିବାବେଳେ କେତେକ…

“ଏହା ଚାଷୀଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ”: କଂଗ୍ରେସ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିଥିବା ନୂତନ ବିଲକୁ କୃଷକଙ୍କ ଆତ୍ମା ​​ଉପରେ ଏକ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା । ସେ କହିଛନ୍ତି ତାଙ୍କ ଦଳ “କୃଷକମାନଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ” ରେ ସ୍ୱାକ୍ଷର କରିବ ନାହିଁ। କଂଗ୍ରେସ ଦଳ ଏହି ବିଲ୍କୁ ପ୍ରତ୍ୟାଖ୍ୟାନ…