Latest Odisha News

BREAKING NEWS

Browsing Tag

Agriculture

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…

ଅନାଦର ନୁହେଁ, ଗ୍ରହଣ କରନ୍ତୁ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଶୀର୍ଷକଟି ଶୁଣିବାକୁ ଟିକେ ଅଲଗା ଲାଗୁଛି । ହେଲେ ଏହାର ମର୍ମକୁ ବୁଝିଲେ ଆପଣ ବି ଏଇ କଥାକୁ ଦୋହରାଇବେ । ପୂର୍ବରୁ ଆପଣଙ୍କ ଠାରେ ଚାଷୀର ମର୍ମବେଦନାକୁ ନିଜ ପାରୁ ପର୍ଯ୍ୟନ୍ତ ଉପସ୍ଥାପନ ବି କରିଛି । ତେବେ ଏଇ…

ରାଜଧାନୀରେ ଖୋଲିବ ‘ଗାଁ ଆମ୍ବ ପସରା’

ଭୁବନେଶ୍ୱର : ଖରା ଦିନେ ଗାଁ ଗହଳିରେ ମିଳିଥାଏ ଭଳିକି ଭଳି ସୁଆଦିଆ ଆମ୍ବ । ତେବେ ଗ୍ରାମାଂଚଳରେ ମିଳୁଥିବା ବିଭିନ୍ନ ପ୍ରକାରର ଆମ୍ବକୁ ସହରବାସୀଙ୍କ ପାଖରେ ପହଞ୍ଚିଇବାର ପରିକଳ୍ପନା କରିଛି ଓରମାସ୍ ଓ ପଞ୍ଚାୟତିରାଜ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୮ ତାରିଖରୁ ଜୁନ ୨୦ ତାରିଖ…