Latest Odisha News

BREAKING NEWS

Browsing Tag

Agriculture

ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର

ଭୁବନେଶ୍ୱର : ମାତ୍ରାଧିକ କୀଟନାଶକ ବ୍ୟବହାର ଉଭୟ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବେଶ ପ୍ରଭାବ ପକାଉଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ହେଉଛି କୃଷକମାନଙ୍କୁ ଜୈବିକ ଚାଷର ପାରମ୍ପରିକ ପଦ୍ଧତିରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବା । ଜୈବିକ ଚାଷ ଓଡ଼ିଶାର…

ଏକ ଦେଶ, ଏକ ବଜାର

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ ହିଁ ଫୋକସ୍‌ରେ । ବର୍ତ୍ତମାନର କରୋନା ମହାମାରୀ…

ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି…

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ ହଳଦିଆ ପରିବେଶ ଆଉ ଏକ ନିଆରା ବାତାବରଣ । ହଳଦିଆ ଫୁଲ ସହ ସୋରିଷ କ୍ଷେତର…

କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ ବିଷୟବସ୍ତୁ ଉପରେ ୱେବିନାର ଆୟୋଜିତ

ଭୁବନେଶ୍ୱର : କୋଭିଡ ସମୟରେ ରାଜ୍ୟର ଅନ୍ୟ ସବୁ କ୍ଷେତ୍ର ଭଳି କୃଷି ଉଦ୍ୟୋଗ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ତେବେ କୃଷି ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହେବା ଲାଗି ରହିଛି ଅନେକ ସୁଯୋଗ । ଏ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର…

ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଫାଲଗୁନର ଫଲ୍‌ଗୁରେ କ୍ଷେତକୁ କର୍ଷଣରେ କର୍ଷିତ କରେ କୃଷକ । ହଳକର୍ଷିତ ଭୂମିରେ ଦେଖାଦିଏ ବର୍ଷିତ ଜଳର ସମାହାର । ମାଟିରେ ଆସେ ବାସ୍ନା । କୃଷକର ମନରେ ଆନନ୍ଦର ଉନ୍ମେଷ । ବିପିତ ବିହନ ସବୁ ଗଜା ମେଲେ, ଆଉ କୃଷକ…

ଯୋଗ୍ୟ ଓ ଅଯୋଗ୍ୟ ଭିତରେ ଯୋଜନା ବାଟବଣା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ କାମ ଯାହାର, କି ଆନନ୍ଦ ତାହାର- ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ନି ମୁଠାଏ…

ସେ ସବୁଜିମାର ଶିଳ୍ପୀ…

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଆମ ସଭ୍ୟତାର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । କୃଷି ପାଇଁ ସବୁବେଳେ ବିଭିନ୍ନ ଯୋଜନା । କୃଷି ଓ କୃଷକର କଲ୍ୟାଣ ଦିଗରେ ସରକାରଙ୍କ ତରଫରୁ ସଦାସର୍ବଦା ବିଭିନ୍ନ ନୂତନ ଯୋଜନାମାନ ବି ଗ୍ରହଣ କରାଯାଏ ।…

ସ୍ୱାବଲମ୍ବୀ ହେବାର ନୂତନ ବିକଳ୍ପ – କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ବର୍ତ୍ତମାନର ପରିସ୍ଥିତିକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଅନେକ ମାତ୍ରାରେ ଅନୁଭବ କରିପାରୁଛେ । ସମୟ ବଦଳିବା ସହ ପରିସ୍ଥିତି ବି ବଦଳୁଛି । ମଣିଷର ଚଳଣି ବି ବଦଳୁଛି । ଦୁନିଆରେ ପରିପାଟୀ ବି ବଦଳିବାକୁ…

ଆମେ ପୁଣି ହସିବା !!

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ…