Latest Odisha News

BREAKING NEWS

Browsing Tag

Ajodhya Ram Mandira

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ…

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ରାମ ମନ୍ଦିର ନିର୍ମାଣ ନିମନ୍ତେ ଦେଶବାସୀଙ୍କୁ ଉଦାର ଦାନ ପାଇଁ ଯୋଗୀ ଆଦିତ୍ୟ ନାଥଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ଅଯୋଧ୍ୟା ସହରର ସମ୍ପ୍ରସାରଣ ତଥା ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ସେ ଉଦାର ଦାନ ମଧ୍ୟ ଆହ୍ୱାନ କରିଛନ୍ତି।…

ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଅକ୍ଷୟଙ୍କ ନିବେଦନ

ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କିଛି ଦାନ କରିବାକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ପ୍ରଶଂସକ ମାନଙ୍କୁ ନିବେଦନ କରିଛନ୍ତି। ମନ୍ଦିର ଲାଗି ଦାନ ସଂଗ୍ରହ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଏଭଳି ସମୟରେ ରବିବାର ଦିନ ଅଭିନେତା ଜଣକ ଟ୍ୱିଟରରେ ଏକ…

ଅଯୋଧ୍ୟା; ୧୫ ଡିସେମ୍ବର ପରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ଧରି ରାମ ମନ୍ଦିର ନିର୍ମାଣ କମିଟିର ବୈଠକ ଚାଲିଥିଲା, ଯାହା ଶେଷ ହୋଇଛି। ଏହି ବୈଠକରେ ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାମ ମନ୍ଦିରକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଆସନ୍ତାକାଲି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାଲିର ଦିନ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ…

ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ତେବେ ଦେଶର…

ରାମ ମନ୍ଦିର ଭୂମି ପୂଜା ଉପରେ ରୋକ ପାଇଁ ଜନସ୍ୱାର୍ଥ ମାମଲା

ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମି ପୂଜନ ଉପରେ ରୋକ ଲଗାଇବାକୁ ପିଟିସନ୍ । ଆହ୍ଲାବାଦ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଆବେଦନକାରୀ…

ରାମ ମନ୍ଦିର ଭୂମିପୂଜା ମୁହୂର୍ତ୍ତକୁ ଅଶୁଭ କହିଲେ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା: ବହୁ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରଖ ନିର୍ଦ୍ଧାରିତ ହୋଇଛି । ତେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶିଳାଦ୍ୟାସ ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛଇ । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭୂମିପୂଜା ପାଇଁ ନିର୍ଣ୍ଣୟ ହୋଇଥିବା ମୁହୂର୍ତ୍ତକୁ…