Latest Odisha News
Browsing Tag

Arrest

ଶ୍ରୀଦେବୀଙ୍କୁ ବାନ୍ଧିବା ପାଇଁ ସ୍ବର୍ଗକୁ ଯିବକି ପୋଲିସ; କାହିଁକି କଟାକ୍ଷ କଲେ ରାମ ଗୋପାଳ 

ମୁମ୍ବାଇ: 'ପୁଷ୍ପା ୨' ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ଏହା ମଧ୍ଯରେ ସେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଜଡିତ ଏକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ନିର୍ଦ୍ଦେଶକ ରାମ ଗୋପାଳ…

ବିନା ହିଜାବରେ ଗୀତ ଗାଉଥିଲେ ସିଙ୍ଗର, ଉଠାଇନେଲା ପୋଲିସ

ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି। ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି।…

ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ 

ନୂଆଦିଲ୍ଲୀ: ଆମେରିକାର ଲାଞ୍ଚ ଦୁର୍ନୀତି ଅଭିଯୋଗକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଆମେରିକା ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଗୁରୁବାର ରାହୁଲ ଗାନ୍ଧୀ…

୨୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାରିପଦା: ବ୍ରାଉନସୁଗାର ଜବତ ମାମଲାରେ ବାରିପଦା ଟାଉନ ପୋଲିସର ଏକ ଟିମ୍ ରବିବାର ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋବିନ୍ଦ ପାଲ (୪୨) ହୋଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନା ଅନ୍ତର୍ଗତ ଟକଟପୁରର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ୧୯୯.୮୦ ଗ୍ରାମ…

ଇନ୍ଦିରା ଗାନ୍ଧୀଙ୍କ ପରି ମମତାଙ୍କୁ ଗୁଳି କର… 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ମାମଲାରେ ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର। ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହୋଇଥିଲା ଯାହା ପରେ…

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

ଚକୋଲେଟ୍ କିଣିବାକୁ ଆସି ଭାରତରେ ବନ୍ଧାହେଲା ବଙ୍ଗଳାଦେଶୀ

ଭୁବନେଶ୍ୱର: ଚକୋଲେଟ୍ ମୋହରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ବଙ୍ଗଳାଦେଶୀ ଯୁବକ । ପାଖରେ ନଥିଲା ସରକାରୀ ଦସ୍ତାବିଜ୍ । ଆବଶ୍ୟକ ମନେ କରୁନଥିଲା ପ୍ରମାଣ କି ଅନୁମତି ପତ୍ର । ଶେଷରେ ଏହି ଖାମ ଖିଆଲ୍ ମନୋଭାବ ହିଁ ସେହି ବଙ୍ଗଳାଦେଶୀ ଯୁବକକୁ ଭାରତରେ ଧରାପକାଇଛି । ବଙ୍ଗଳାଦେଶର ଶାଲଦା…

କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଓ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ଚନ୍ଦନପୁର ପୋଲିସ

ପୁରୀ : ମହଙ୍ଗା ପଡ଼ିଲା କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା । ଦାଦାବଟି ସାଙ୍ଗକୁ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପରୀ ଚନ୍ଦନପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୪ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଅଣ ପଞ୍ଜିକୃତ ହିରୋ ପ୍ୟାସନ ବାଇକ, ଗୋଟିଏ…

ଚାକିରି ଦେବା ନାଁରେ ଠକେଇ, ୩ ଜଣଙ୍କୁ ଉଠାଇନେଲା ବେଙ୍ଗାଳୁରୁ ପୋଲିସ

ଭୁବନେଶ୍ବର : ଚାକିରି କରାଇ ଦେବାକୁ କହି ଠକେଇ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ ଯୁବକ । ଆଜି ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ସହାୟତାରେ ବେଙ୍ଗାଳୁରୁ…

ସରକାରୀ ଘର କେଳେଙ୍କାରୀ ଘଟଣାରେ ସିଏମସିର ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ଗିରଫ

କଟକ ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ତିଆରି ହୋଇଥିବା ଘର କେଳାଙ୍କାରୀ ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାଜା ଠାରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହିତ ତିନୋଟି ମାମଲା…