ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଏକାଧିକ ବିଧାୟକଙ୍କ ସହ ‘ଆପ୍’ କରିପାରୁନି ସମ୍ପର୍କ
ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଅଭିଯୋଗ ପରେ ‘ଆପ୍’ର କେତେକ ବିଧାୟକଙ୍କ ସହ ଦଳ ସମ୍ପର୍କ କରି ପାରୁନି । ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁତର ସହ ନେବା ସହ ବିଧାୟକ ଦଳ ବୈଠକ ଡାକିଛନ୍ତି…