Latest Odisha News

BREAKING NEWS

Browsing Tag

auto driver

ଅଧଘଣ୍ଟାରେ ମିଳିଲା ହଜିଲା ଏୟାରପଡ଼୍; ଫେରାଇବା କୌଶଳ ଦେଖି ସମସ୍ତେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଯେଉଁଠି ଆଲମିରା ଭିତରେ ଥିବା ଜିନିଷକୁ ବନ୍ଧୁକମୁନରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ  ସେଠି ହଜିବା ଜିନିଷକୁ ଫେରି ପାଇବାର ଆଶା କିଏ ରଖିଥାଏ  ?   ଜିନିଷ ଥରେ ହଜିଲା ପରେ ତାହା ଫେରି ପାଇବା ସହଜ ନୁହେଁ । ହେଲେ ଦୁନିଆରେ ଏମିତି କିଛି ଭଲ ଲୋକ ଅଛନ୍ତି ଯିଏ ହଜିଯାଇଥିବା ଜିନିଷକୁ…

DL ବାତିଲ୍ ଭୟ ଦେଖାଇ ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇଥିଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଆୟୁଷ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରାବାହାଲ ପିଏଚସିର ମେଡିକାଲ୍ ଅଫିସର ତଥା ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ଡକ୍ଟର ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି…

ଟୁଙ୍ଗୁରୁ ଓ ବର୍ଷାକୁ ପୋଲିସ ଗିରଫ କରିବ କି?

ଭୁବନେଶ୍ବର:   ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳକୁ ଗିରଫ କରାଯାଉ । ସେମାନେ ସମାଜକୁ ଭୁଲ ବାର୍ତା ଦେଉଛନ୍ତି । ସେମାନେ ସମାଜକୁ କଳୁଷିତ କରିଛନ୍ତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ତୁରନ୍ତ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଟୋ ମହାସଂଘ ଆନ୍ଦୋଳନ କରିବ…

[ଭିଡ଼ିଓ]ଅଟୋ ଚାଳକଙ୍କ ମହାନତା, ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା

ପୁରୀ: ଅଟୋ ଚାଳକଙ୍କ ମହାନତା । ପର୍ଯ୍ୟଟକଙ୍କୁ ଫେରାଇଲେ ତାଙ୍କ ହଜିଯାଇଥିବା ଟଙ୍କା । ଏହିପରି ମାନବିକତାର ଚିତ୍ର ଆସିଛି ପୁରୀ ଜିଲ୍ଲାର ଦକ୍ଷିଣ ଦ୍ୱାର ପଟେ ଥିବା ଅଟୋ ଚାଳକ ସଂଘଙ୍କ ନିକଟରୁ । ଅଟୋ ଷ୍ଟାଣ୍ଡର ତନ୍ମୟ ସେଠୀ ଓ ଅନୁରାଧା ସାମନ୍ତରାୟ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଫେରାଇ…

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ ।…

ଇଣ୍ଟରନେଟ୍‌ ସେନ୍ସେସନ୍‌‌ ପାଲଟିଛି ଅଟୋ ଚାଳକଙ୍କ ‘ଲାବ୍‌ନୀ’ ନୃତ୍ୟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଲୋକପ୍ରିୟ ନୃତ୍ୟଶୈଳୀ ହେଉଛି 'ଲାବ୍‌ନୀ'। ତେବେ ଲାବ୍‌ନୀ କରୁଥିବା ଜଣେ ଅଟୋ ଡ୍ରାଇଭରର ଭିଡିଓ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଟ୍ୱିଟରରେ ସେୟାର କରିଛନ୍ତି।…

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ ।…

ଅଟୋରେ ଚମ୍ପଟ୍ ପ୍ରେମିକା, ପ୍ରେମିକ ପାଇଁ ନାକେଦମ୍ ଅଟୋବାଲା !

ମହାରାଷ୍ଟ୍ର: ପ୍ରେମରେ ମସଗୁଲ ଥିଲେ ପ୍ରେମୀଯୁଗଳ । ହେଲେ ଅଟୋବାଲା ସହ ଚମ୍ପଟ ମାରିଥିଲା ପ୍ରେମିକା । ପ୍ରେମିକା ପାଇଁ ସର୍ବସ୍ୱାନ୍ତ ପ୍ରେମିକ ଶେଷରେ ନେଇଥିଲା ଏକ ଚରମ ନିଷ୍ପତ୍ତି । ହେଲେ ପ୍ରେମିକା ନୁହେଁ ବରଂ ପ୍ରେମିକର ପ୍ରତିଶୋଧର ଶିକାର ହୋଇଥିଲେ ଅଜଣା ଅଟୋବାଲା । ଆସିଫ୍ ଓରଫ…