Latest Odisha News
Browsing Tag

award

ବେଷ୍ଟ୍‌ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଲା ’RRR’

ନୂଆଦିଲ୍ଲୀ:  ଏବେ ସାରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ଏସଏସ ରାଜମୌଲିଙ୍କ ଫିଲ୍ମ RRR । ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି। ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର…

ପୁରସ୍କୃତ ହେଲେ ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ବିଜେତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅଗଣିତ ଲୋକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା ଅଗ୍ରଣୀ ନ୍ୟୁଜ୍ ୱେବ୍‌ସାଇଟ୍ ଓଡିଶା ସମ୍ବାଦ ଏବଂ ଓଡିଶା ବାଇଟ୍ସ । ଅନୁଷ୍ଠିତ ହୋଇଥିଲା ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ନାମକ ଦୁଇଦୁଇଟି ଅନ୍‌ଲାଇନ୍ ଇଭେଣ୍ଟ । ଗତବର୍ଷ ଏପ୍ରିଲ୍ ମାସର ଶେଷ…

ଏକମାତ୍ର ଭାରତୀୟ ଭାବେ ନେହା ଜିତିଲେ ଏହି ନିଆରା ପୁରସ୍କାର !

ମୁମ୍ବାଇ: ଅନଷ୍ଟପେବଲ୍ ନେହା କକ୍କର । ଉଭୟ ପର୍ସନାଲ ଓ ପ୍ରଫୋସ୍ନାଲ ଲାଇଫରେ ଏହି ସିଙ୍ଗରଙ୍କ ରାଜୁତି କିଛି କମ୍ ନାହିଁ । ସଙ୍ଗୀତ ଦୁନିଆରେ ଏକ ଖାସ ପରିଚୟ ହାସଲ କରିବା ସହ ନିକଟରେ ରୋହନପ୍ରୀତଙ୍କୁ ବିବାହ କରି ସେ ପ୍ରେମରେ ବି ବିଜୟ ହାସଲ କରିଥଲେ । ତେବେ ପୁଣିଥରେ ଏକ ନିଆରା ପୁରସ୍କାର…

ଢାକା ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ ‘ଅନ୍ତର୍ଧ୍ଵନି’କୁ ୨ଟି ପୁରସ୍କାର, ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ

ଭୁବନେଶ୍ବର: ୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକାଠାରେ ଆୟୋଜିତ ସିନେମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ଵନି’କୁ ୨ଟି ପରୁସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବା ବେଳେ ନିର୍ଦ୍ଦେଶକ…

କୋଭିଡ ବେଳେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କର୍ଷ ପାଇଁ କ୍ରୁଟକୁ ପୁରସ୍କାର

ଭୁବନେଶ୍ୱର : କୋଭିଡ ୧୯ ମହାମାରୀ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଇନୋଭେସନ ଓ ଉତ୍କର୍ଷ ପାଇଁ ଓଡିଶାର କ୍ୟାପିଟାଲ ରିଜିଅଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳଯ ଦ୍ୱାରା ତ୍ରୟୋଦଶ ଅର୍ବାନ ମୋବିଲିଟି…

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ…