Latest Odisha News

BREAKING NEWS

Browsing Tag

Balasore

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…

ବାଲେଶ୍ୱରରୁ ଜବତ ହେଲା ଏସିଡ୍ ଜାର୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ବସରୁ ଏସିଡ୍ ଜବତ କରିଛି ସ୍ଥାନୀୟ ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୬୦ ନଂ ଜାତୀୟ ରାଜପଥ ନିକଟରେ ଚଢାଇ କରି ‘ନିଗମ’ (ଓଡି ୦୧x୧୫୭୫ ) ଧାମରା ଅଭିମୁଖେ ଯାଉଥିବା ବସରୁ ବେଆଇନ ଏସିଡ୍…

ବାଲେଶ୍ବର: ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍ଥିତ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ଏହି ଘଟଣାରେ ପୋଲିସ ଗୁରୁବାର ଦିନ ପ୍ରାୟ ୧୩ ଜଣକୁ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବ୍ୟକ୍ତିମାନଙ୍କୁ…

ବାଲେଶ୍ୱର: ଢାବାରୁ ଉଦ୍ଧାର ହେଲା ବାଳକର ଝୁଲନ୍ତା ଶବ, ପୋଲିସକୁ ପିଟିଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ନିକଟ ଏକ ଢାବାରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ବାଲିଆପାଳର ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ…

ଓଡିଶା ଉପକୂଳରୁ ହାଇପରସୋନିକ ଡେମନଷ୍ଟ୍ରେଟର ଭେହିକିଲର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ବୁଧବାର ଦିନ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ…

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ…

ବାଲେଶ୍ୱର: ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ବନଖଣ୍ଡ ଅଧିକାରୀ (ଡିଏଫଓ) କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ କୁଲଡିହାର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ରହିଛନ୍ତି ।…

ମ୍ୟାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରର ବସ୍ତା ବ୍ଲକସ୍ଥିତ ପୁଣ୍ଡରୁଙ୍ଗି ଗ୍ରାମରେ ଜଣେ ଛାତ୍ର ମାଟ୍ରିକ୍ ପରୀକ୍ଷାରେ ବିଫଳ ହେବା ଫଳରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ନାମ ଶଙ୍କର୍ଷଣ ସେଠୀ ଏବଂ ସେ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ୁଥିବା…

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିଲେ ରାହୁଲ, ବିଳମ୍ବ ହୋଇପାରେ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସି ପାଖାପାଖି ଦ୍ୱିପ୍ରହର ବେଳେ ବାଲେଶ୍ୱରରେ ଏକ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି ଜନସଭାରେ ରାହୁଲ ବିଳମ୍ବରେ ଯୋଗ ଦେବେ ବୋଲି ଜଣାପଡିଛି । ଏନେଇ ଟ୍ୱିଟ୍…

ଆଜି କେନ୍ଦ୍ରାପଡା ଓ ବାଲେଶ୍ୱରରେ ମୋଦୀଙ୍କ ହାଇଭୋଲଟେଜ୍ ପ୍ରଚାର୍

ଭୁବନେଶ୍ୱର : ଏପ୍ରିଲ୍ ୨୯ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ମୋଦୀ କେନ୍ଦ୍ରାପଡା ଓ ବାଲେଶ୍ୱରରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ…