Latest Odisha News

BREAKING NEWS

Browsing Tag

Balasore

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ, ଫାଟିଲା ସରପଞ୍ଚଙ୍କ ମୁଣ୍ଡ

ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ…

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।…

ବିଦେଶୀ ଉପହାର ଦେବାକୁ କହି ଠକିଲେ ୩୦ ଲକ୍ଷ; ନାଇଜେରିଆ ଯୁବକ ଗିରଫ

ବାଲେଶ୍ୱର: ଗୁରୁବାର ଓଡ଼ିଶା ପୋଲିସର ସାଇବର ଶାଖା ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନାଇଜେରିଆ ଯୁବକକୁ ଗିରଫ କରିଛି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ଦାମୀ ଉପହାର ଦେବା ଆଳରେ ବାଲେଶ୍ୱରର ବାଲିଆ ସ୍ଥିତ ଜଣେ ଯୁବକଙ୍କୁ ଠାରୁ ୩୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ପୋଲିସ…

ଇମାମୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ…

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା। ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ…

ବାଲେଶ୍ବରର ଅଧିଷ୍ଠାତ୍ରୀ ଦେବୀ ମା କନକଦୁର୍ଗା

ବାଲେଶ୍ଵର : ପ୍ରତ୍ୟେକ ସ୍ଥାନରେ ଜଣେ ଜଣେ ପ୍ରତ୍ୟକ୍ଷ ଦେବୀ ଥାଆନ୍ତି। ଯିଏକି ସମଗ୍ର ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ସେହିପରି ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା କନକ ଦୁର୍ଗା । ମାଙ୍କୁ ନେଇ ଅନେକ ଲୋକକଥା ରହିଛି ଆସିଛି।…

ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ,ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ ୧୦ ଟା ବେଳେ ନଦୀର ଜଳସ୍ତର ୯.୪୮ ମିଟର ରହିଥିଲା । ଏଠାରେ ସତର୍କ…

ବାଲେଶ୍ୱର ରେଳ ବିକାଶ : ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱରେ : ବାଲେଶ୍ୱରେ ହେବ ରେଳପଥର ବିକାଶ ।ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜର ଶ୍ରୀମତି ଯୋସୀଙ୍କ ଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ରେଳ ଭିତ୍ତି ଭୂମି ଗୁଡିକର ବିକାଶ ସହ ରେଳ ସେବାକୁ ନେଇ ଦେଖାଦେଉଥିବା ବିଭିନ୍ନ…

ଗର୍ଭବତୀଙ୍କୁ ଉଦ୍ଧାର କଲେ ବିଧାୟକ

ବାଲେଶ୍ୱର : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ବିଧାୟକ । ବନ୍ୟା ପାଣି ଘରରେ ଥିବା ମହିଳାଙ୍କୁ ଉଦ୍ଧାର କରି ମହାନୀୟତା ଦେଖାଇଲେ ବାଲେଶ୍ୱର ସଦର ବିଧାୟକ । ହସ୍ପିଟାଲରେ ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ବାଲେଶ୍ୱରରେ ଏପରି ଘଟଣା ଘିଟିଛି ।ବାଲେଶ୍ୱର ସଦର ବ୍ଲକରେ ବନ୍ୟା…

ହନିଟ୍ରାପ୍ ସଜାଇଥିଲା ୪ ଠିକା କର୍ମଚାରୀଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ

ବାଲେଶ୍ୱର: ବିଦେଶୀ ରାଷ୍ଟ୍ରଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ଜଣ ଠିକା କର୍ମଚାରୀଙ୍କୁ ଗତକାଲି ବାଲେଶ୍ୱର ଜିଲ୍ଲା ପୋଲିସ ଗିରଫ କରିଥିଲା । ତେବେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସିଥିବା ଜଣାପଡିଛି ।…