Latest Odisha News

BREAKING NEWS

Browsing Tag

Balijatra

ଦର୍ଶକଙ୍କ ମନ ମୋହୁଛି ଛତିଆ ବାଲିଯାତ୍ରାରେ ଅଘୋରି ନୃତ୍ୟ

ଚଣ୍ଡିଖୋଲ : ସୋଲାର ଛତିଆ ଅଞ୍ଚଳରେ ଜମୁଛି ବାଲିଯାତ୍ରା । ୨ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ଏହି ବାଲିଯାତ୍ରା । ରଙ୍ଗାରଙ୍ଗ ଆଲୋକ ସାଙ୍ଗକୁ ଗୀତ ନାଚରେ ଝୁମୁଛନ୍ତି ଦର୍ଶକ  । ବିଶେଷ କରି ଏହି ଯାତ୍ରାରେ ଲୋକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଅଘୋରୀ ନୃତ୍ୟ । ଏହି…

ବାଲିଯାତ୍ରାରେ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

କଟକ: ଲୋକଙ୍କ ମନମୋହୁଛି କଟକର ବାଲିଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ବାଲିଯାତ୍ରା ପଡ଼ିଆ । ଭଳିକି ଭଳି ଖାଦ୍ୟ ସାଙ୍ଗକୁ ଅନେକ ପ୍ରକାରର ଦୋଳି ଲୋକଙ୍କୁ କରୁଛି ଆକୃଷ୍ଟ । ସନ୍ଧ୍ୟା ହେଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ ।  ବିଶେଷ କରି  ଝିଲମିଲ…

ଆଜି ସରୁଛି ଐତିହାସିକ ବାଲିଯାତ୍ରା,ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ

କଟକ : ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଥିଲା କଟକ ପ୍ରସିଦ୍ଧ ବାଲିଯାତ୍ରା।ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ତେଣୁ ଆଜି ସରୁଛି ଏହି ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ…

ଦିନଟିଏ ବଢ଼ିଲା କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

କଟକ : ଗୋଟିଏ ଦିନ ବଢ଼ିଲା ଐତିହାସିକ ବାଲିଯାତ୍ରା । ବୁଧବାର ଶେଷ ହେବାର ଥିଲା ଗୁରୁବାର ସରିବ ବାଲିଯାତ୍ରା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବା ପାଇଁ କଟକ ମେୟରଙ୍କ ତରଫରୁ…

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ…

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ବନ୍ଦ ହେଲା ବାଲିଯାତ୍ରା । ଏନେଇ କମିଶନରେଟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ…