Latest Odisha News

BREAKING NEWS

Browsing Tag

bangladesh

ବିଦ୍ୟୁତ୍ ବିଲ୍ ବାକି; ଅନ୍ଧାର ହୋଇଯିବ କି ବାଂଲାଦେଶ? 

ଅଗରତାଲା: ୨୦୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛି ବାଂଲାଦେଶ। ସୋମବାର ଦିନ ଏହି ସୂଚନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା। ସେ କହିଛନ୍ତି ଯେ ପଡୋଶୀ ଦେଶକୁ ବିଦ୍ୟୁତ ଯୋଗାଣ ବନ୍ଦ କରିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତ୍ରିପୁରା ରାଜ୍ୟ…

ବାଂଲାଦେଶର ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ଜାଳିଦେଲେ ମୂର୍ତ୍ତି

ଢାକା: ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ କ୍ରମାଗତ ଭାବେ ହିଂସା ବୃଦ୍ଧି ପାଉଛି। ଶୁକ୍ରବାର ଦିନ ଇସ୍କନର ଅନ୍ୟ ଏକ ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଭଗବାନଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀମାନେ। ସୂଚନା ଅନୁଯାୟୀ, ଏହି ହିଂସା ନମହଟ ମନ୍ଦିରରେ…

୧୭ ଇସ୍କନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ନେତା ସମେତ ଇସ୍କନ ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ଦିନ ପାଇଁ ଫ୍ରିଜ୍ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୬ ଜଣଙ୍କ ମଧ୍ଯରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ନାମ ମଧ୍ୟ ରହିଛି ଯିଏକି ଦେଶଦ୍ରୋହ ଅଭିଯୋଗରେ ଗିରଫ…

ଧର୍ମନିରପେକ୍ଷ ଶବ୍ଦ ହଟାଯାଉ, ବାଂଲାଦେଶରେ ୯୦% ଜନସଂଖ୍ୟା ମୁସଲିମ

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସରକାରରେ ହିନ୍ଦୁମାନେ ଆଉ ସୁରକ୍ଷିତ ନୁହଁନ୍ତି। ଏହି ସମୟରେ ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ବର୍ତ୍ତମାନ ସମ୍ବିଧାନରେ ବଡ…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ…

ବାଂଲାଦେଶରେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଟାର୍ଗେଟ, ଇସ୍ତଫା ଦେଲେଣି ପ୍ରାୟ ୫୦ ଜଣ

ଢାକା: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ହିନ୍ଦୁମାନଙ୍କୁ ଏକପ୍ରକାର ଟାର୍ଗେଟ କରାଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ହିନ୍ଦୁ ଶିକ୍ଷୟିତ୍ରୀ ମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ…

ବାଂଲାଦେଶ ହିଂସା ମଧ୍ଯରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ

ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ ସରକାର ରାତି ୮ ଟାରେ…

ବାଂଲାଦେଶରେ ଥମୁନି ହିଂସା; ହୋଟେଲ ଜାଳିଦେଲେ ବିକ୍ଷୋଭକାରୀ

ଢାକା: ବାଂଲାଦେଶରେ ଜାରି ରହିଥିବା ହିଂସା ଥମିବାର ନାଁ ନେଉ ନାହିଁ। ଗତ କିଛି ଦିନ ହେବ ଏଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗଠିତ ହୋଇଛି ଅନ୍ତରୀଣ ସରକାର। ଯାହାର ନେତୃତ୍ୱ ନେଇଛନ୍ତି ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ଏହି ମଧ୍ଯରେ ଏକ ହୋଟେଲରେ ନିଆଁ ଲଗାଇ ଦେଇଛନ୍ତି…

ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? 

ଢାକା: ବାଂଲାଦେଶର ବିକ୍ଷୋଭ ଉଗ୍ରରୂପ ନେଉଛି। ଏହାରି ମଧ୍ଯରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଏହାର ଗୋଟିଏ ଦିନ ପରେ ବାଂଲାଦେଶରେ ନୂଆ ସରକାର ଗଠନ ନେଇ ଚର୍ଚ୍ଚା ହେଉଛି। ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ସହ ମଙ୍ଗଳବାର ଦିନ ସାକ୍ଷାତ…

ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ; ଚିକେନ ଖାଇଲେ, ଯିଏ ଯାହା ପାରିଲେ ଲୁଟି ନେଲେ… 

ଢାକା: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ଦେଶ ଛାଡିବା ମାତ୍ରେ ହଜାର ହଜାର ବିକ୍ଷୋଭକାରୀ ତାଙ୍କ ସରକାରୀ ବାସଭବନରେ ପ୍ରବେଶ କରିବା ସହ ଭଙ୍ଗାରୁଜା ମଧ୍ଯ କରିଛନ୍ତି। ବିକ୍ଷୋଭକାରୀମାନେ…