Latest Odisha News
Browsing Tag

Bear Attack

ଭାଲୁ ଅକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୩ ଗୁରୁତର

ନୂଆପଡ଼ା: ଭାଲୁ ଅକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ। ଜଙ୍ଗଲରେ ପାଟ୍ରୋଲିଂ ବେଳେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଅଛନ୍ତି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଡୁଣ୍ଡି। ଜଙ୍ଗଲରେ ପାଟ୍ରୋଲିଂ…

ଭାଲୁ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଜା ଖମନ ଜଙ୍ଗଲରେ ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ନୂଆପଡ଼ା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଦିନ ତଳେ ଭାଲୁ ଆକ୍ରମଣରେ ବିରୁନପଦର ଗାଁର ୭୦ ବର୍ଷର ବୃଦ୍ଧଙ୍କ…

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର; କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ

ନୂଆପଡ଼ା: କୋମନା ରେଞ୍ଜ ବିରୁନପଦର ଗାଁ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଘନଶ୍ୟାମ ପଟେଲ। ଗୁରୁତର ଅବସ୍ଥାରେ ପୁଅକୁ ନୂଆପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା…

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ।…

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ…

ବାଲେଶ୍ବର ନୀଳଗିରି ଭାଲୁ ଆତଙ୍କ, ଆକ୍ରମଣରେ ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି । ଗାଁରେ…

ଭାଲୁ ମୁହଁରୁ ଝିଅକୁ ବଞ୍ଚାଇଲା ମା’

ମାଲକାନଗିରି : ଭାଲୁ ମୁହଁରୁ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଜଣେ ମାଆ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସକାଳେ ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ…

ଭାଲୁ ଆକ୍ରମଣରେ ୨ ଗୁରୁତର

କାମାକ୍ଷାନଗର : ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ କାମୁଡ଼ାରେ ୨ ଗୁରୁତର । ଢେଙ୍କାନାଳ କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁରେ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବ୍ରାହ୍ମଣିଆ ଗାଁର ବ୍ରହ୍ମାନନ୍ଦ ନାୟକ ଓ…

ଭାଲୁ କାମୁଡାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାପାଡାହାଣ୍ଡି: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଭୋର ସମୟରେ…

ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣ । ଏଥିରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ୪ଟାରେ ସୁଇପର କାମ କରିବା ପାଇଁ ଯିବା ସମୟରେ…