Latest Odisha News

BREAKING NEWS

Browsing Tag

bhasa bhgabat

ଭାଷା ଭାଗବତ : ସର୍ବୋତ୍ତମ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୟ ନାହିଁ ଖୁବ୍‌ ବେଶି ଏଣୁ ପଢ଼ା ଜାଗାରେ ବସି ନିଜେ ନେବା କି ଥରେ ଦେଖି କେତେ କାମ ରହିଛି ବାକି? ଚଂଚଳ ନ ସାରିଲେ କାମ କରି ଅଧିକ ପରିଶ୍ରମ ମନରେ ରଖିଥିଲେ ଭାବ କିଏ ବା କିପରି ଜାଣିବ? ଅକ୍ଷର ବାଂଟିଦେବା ପାଇଁ…

ଭାଷା ଭାଗବତ : ଜୟ, ପରାଜୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରୟାସ ରଖିଲେ ବି ଜାରି ଯଦିବା ଯାଏ କେହି ହାରି ହାରିଲେ ପୁଣି ଚେଷ୍ଟା କରି ହୁଏ ବିଜୟ ଅଧିକାରୀ ପରାଜୟରୁ ନେଇ ଶିକ୍ଷା ଉଦ୍ୟମ କଲେ ଏକା ଏକା ବିଜୟ ହୁଏ ସୁନିଶ୍ଚିତ ଏ ସତ୍ୟ ବହୁ ପ୍ରମାଣିତ ଅନେକ ଥର ପରାଜୟ ପରେ ବି…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଉଚିତ ' ବୋଲି ଯା ସୂଚିତ ହୋଇ ଭାଷାରେ ବିରଚିତ ତହିଁର କେତେ ପ୍ରତିଶତ ହୁଏ କେଉଁଠି ପ୍ରଚଳିତ ? କେହି କି କରଂତି କଳନା ତାହା ବି ରହିଛି ଅଜଣା କରିଲେ ଔଚିତ୍ୟ ବିଧାନ ହୁଏନି ତା'ର ପ୍ରଚଳନ ଅନୁଚିତ କାମକୁ ସହି ଯେ ପାରେ ସମାଜରେ…

ଭାଷା ଭାଗବତ : ବାର୍ଷିକ ବ୍ରତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିବ୍ରତ ନ ହୋଇଲେ, ବ୍ରତ ସୁଫଳ ଦିଅଇ ବହୁତ ଅଂତତଃ ବ୍ୟବସାୟୀ କୁଳ ଠୁଳ କରଂତି ଧନବଳ ସାବିତ୍ରୀ, ରଜ ଦୁଇ ହାଟ ବସିଲେ ଶୁଭଇ କୁହାଟ : 'ଯେତେ ସଂଭବ କିଣି ନିଅ ଦିନକ ପାଇଁ ଦାନୀ ହୁଅ ଫଳର ମୂଲ୍ୟ ନ ପଚାରି…

ଭାଷା ଭାଗବତ : ଦୁଃଖଜର୍ଜର ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶରୀର, ସୁଷମା, କୌଳୀନ୍ୟ ପ୍ରତିଭା, ନିଷ୍ଠା, ଜ୍ଞାନ, ଧନ ବୁଦ୍ଧି, କ୍ଷମତା ଆଉ କୃତି ଥିଲେ ବି ଯେଉଁଠାରେ ବ୍ୟକ୍ତି କରେନି ଶୁଦ୍ଧ ଆଚରଣ କେବେ ବି ପାଏନି ସମ୍ମାନ ଯୋଗାଡ଼ କଲେ ସୁଦ୍ଧା ଖ୍ୟାତି ନ ଥାଏ ସେ ଖ୍ୟାତିର…

ଭାଷା ଭାଗବତ : ଗତାନୁଗତିକ ଚିଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନୁକରଣକାରୀ ଜଣେ ନିଜକୁ ଅତି ସାନ ମଣେ ତେଣୁ କରେନି ନୂଆ ଚିଂତା କହେ ଓ ଲେଖେ ପୂର୍ବ କଥା ଯେଉଁ ସମୟ ନାହିଁ ଆଉ ବଢ଼ାଇଚାଲେ ତା'ର ଭାଉ ଗତାନୁଗତିକ ଚିଂତନ କରେ ସର୍ବଦା ତା'ର ମନ ସର୍ବଦା ଚଳିଲେ ବି ତୁଂଡ କାମ…

ଭାଷା ଭାଗବତ : ଦୁET ଲିP Aକାଠି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ Aମିତି Kମିତି ଲେଖିB TକିA ଭାBB ଦେଖିB ଦୁEଗୋT ଲିP Aକତ୍ର ଦେଖିଲେ ଲାଗE Bଚିତ୍ର ଓଡ଼ିଆ ଓ ଇଂଲିଶ୍‌ ମିଶା ହୁଏ ଅଦ୍‌ଭୁତ ଏକ ଭାଷା ବର୍ଜନ କରିଲେ ଏ ଧାରା ଭାଂଗିବ ନୂଆ ପରଂପରା ଅନ୍ୟ ଭାଷାରୁ ଶବ୍ଦ ନେଇ…

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହାତରେ ଥିଲେ ସୁଦ୍ଧା ଧନ ମୁଡରେ ନ ସଂଚିଲେ ଜ୍ଞାନ ଧନର ଶୀଘ୍ର ବିଲୋପନ ସଂଭବ ବୋଲି ବୁଝ, ଜାଣ ଅଜ୍ଞାନ ପାଶେ ଥିଲେ ଧନ ଉଚ୍ଛନ୍ନ ହୁଏ ତା'ର ମନ ବୁଝେନି ଆଗ ଅବା ପଛ ଅଯଥା କରିଚାଲେ ଖର୍ଚ ଯେତେ ବି କରିଲେ ଅର୍ଜନ…

ଭାଷା ଭାଗବତ : ପାଠକ ଉଦାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମର ପାଠକ ଉଦାର କ୍ଷମା କରଂତି ବାରଂବାର ଲେଖକେ କରିଲେ ବି ତ୍ରୁଟି ପାରଂତି ପ୍ରଶଂସା ସାଉଁଟି କିଏ କ'ଣ ଭାବିବ ବୋଲି କେହି କହଂତିନାହିଁ ଖୋଲି ନିଜର ସ୍ପଷ୍ଟ ମନୋଭାବ ଏହା ହିଁ ଆମର ସ୍ବଭାବ ଭାବନା ରଖିଲେ…

ଭାଷା ଭାଗବତ : ଭାଷାର ଚେର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନକୁ ରଖିବାକୁ ଶୁଦ୍ଧ ଭାବନା ନୋହୁ ଅବରୁଦ୍ଧ ଭାବର ଗମନାଗମନ କରେ ମନକୁ ପରିଚ୍ଛନ୍ନ ଗଛରୁ ଝଡ଼େ ସିନା ପତ୍ର କେବେ ତ ଝଡ଼େନାହିଁ ଚେର ଚେର ହିଁ ଗଛର ସଂବଳ ତା ଯୋଗୁଁ ମିଳେ ଫୁଲ, ଫଳ ଚେର ତ ସର୍ବଦା ଅଦୃଶ୍ୟ…