Latest Odisha News
Browsing Tag

Bhubaneswar Airport

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିବା ପରେ ହାଇ ଆଲର୍ଟରେ ବିମାନ ବନ୍ଦର। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ…

ଭୁବନେଶ୍ୱର ଏୟାରପୋର୍ଟରେ ଫାଷ୍ଟଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାଷ୍ଟ୍‌ଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଭାରତର ଏକ ଅଗ୍ରଣୀ ଫାଷ୍ଟଟ୍ୟାଗ୍ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ ପାର୍କ+ ସହ ସହଭାଗିତା…

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର, ଦିଲ୍ଲୀରେ ଆତଙ୍କୀ ହମଲା ଧମକ ପରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର: ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ନେଇ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆଗକୁ ସ୍ୱାଧୀନତ ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଏୟାରପୋର୍ଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର…

ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବାହାର ଯାତ୍ରୀଙ୍କ ସ୍କ୍ରିନିଂ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ

ଭୁବନେଶ୍ୱର: ଗତ ସପ୍ତାହେ ଭିତରେ ଦେଶର ବିଭିନ୍ନ ରାଜ୍ୟରେ ବଢିଛି କରୋନା କାୟା । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ବଢିଛି । କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…

ଭୁବନେଶ୍ୱର ବିମାନବନ୍ଦରରେ ସନ୍ଧ୍ୟା ସୁଦ୍ଧା କୋଭିଡ୍ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ଦେଶରେ ହଠାତ ବଢିଛି ଦୈନିକ କରୋନା ସଂକ୍ରମଣ । ମହାରାଷ୍ଟ୍ର, କେରଳ ସମେତ ୫ଟି ରାଜ୍ୟରେ କରୋନା କେସ୍ ବଢ଼ିବା ପରେ ଓଡ଼ିଶାରେ ସତର୍କତା । ବିମାନରେ ଆସୁଥିବା ଯାତ୍ରୀଙ୍କ କୋଭିଡ୍ ଟେଷ୍ଟିଂ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଆଜି ସନ୍ଧ୍ୟା ସୁଦ୍ଧା ଟେଷ୍ଟିଂ ସେଣ୍ଟ କରାଯିବ । ଏହି…

ଅକ୍ଟୋବର ୧ରୁ ଆରମ୍ଭ ହେବ ରନ୍‌ୱେ କାର୍ପେଟିଂ କାମ, ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି…

ଭୁବନେଶ୍ୱର ଏୟାରପୋର୍ଟରେ ଛାତ ଭୁଶୁଡିବା ଘଟଣା; ଠିକା କମ୍ପାନୀ ଏମଡିଙ୍କ ସହ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ଗତକାଲି ବିଳମ୍ବିତ ରାତିରେ ଏକ ନିର୍ମାଣଧିୀନ କୋଠାର ଛାତ ଭୁଶୁଡିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଠିକା କମ୍ପାନୀର ଏମଡି ଦିଲ୍ଲୀପ ଖଟେଇ, ଏୟାରପୋର୍ଟ…

ମୁମ୍ବାଇ ଏୟାରପୋର୍ଟରେ ଓଡିଆ କ୍ୟାନସର ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁମ୍ବାଇ ବିମାନ ବନ୍ଦରରେ ଓଡିଶାର ଜଣେ ୫୧ ବର୍ଷୀୟ କ୍ୟାନସର ପୀଡିତାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସୁନ୍ଦରଗଡ ଜିଲ୍ଲାର କାଂସବାହାଲ ବାସିନ୍ଦା କସ୍ତୁରୀ ମିଶ୍ର ବୋଲି ଜଣାପଡିଛି । ସେ ସର୍ଭାଇକଲ୍ କ୍ୟାନସରରେ ପିଡିତ ଥିବାବେଳେ ଚିକିତ୍ସା ଲାଗି ସ୍ୱାମୀଙ୍କ ସହ ମୁମ୍ବାଇର…