Latest Odisha News

BREAKING NEWS

Browsing Tag

Bhubaneswar

ଭଜନ ସମ୍ରାଟ ଅନୁପ ଜଲୋଟା ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର :ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ  ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ।ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ।ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ…

କାଲିଠୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର:ଆସନ୍ତାକାଲିଠାରୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ । ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ ।  ଆମେ ସେମାନଙ୍କ ପାଇଁ ଅଲଗା ସ୍ଥାନ,…

ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ଅନସ୍କ୍ରିପ୍ଟଟେଡ୍ ଓଡିଆ ଆନୁକୁଲ୳ରେ ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ୱର ଚଉଷଠି ଯୋଗିନି ଗେଷ୍ଟ ହାଉସ  ଏହି କାର୍ଯ୳କ୍ରମରେ ଅନୁଷ୍ଠିତ ହୋଇଥିଲା। ଡ଼ଃ ଅବଦୁଲ୍ ଓସିଦ୍ ଖାନ୍, ବିଧୁ ଭୁଷଣ ପଟ୍ଟନାୟକ, ଉମି…

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ।ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ,କଳାକାର ଓ ବୁଦ୍ଧିଜୀବୀମାନେ ଏହି ସମାରୋହରେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…

ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ ହୋଇ ଯାଇଛି। ସମୁଦାୟ ୪ଟି ଗୀତ ଥିବା ଏହି ସିନେମାରେ ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡ଼ା ଗୀତ ରଚନା କରିଥିବା ବେଳେ ବିଶ୍ଵଜିତ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ…

ଉତ୍କଳ ଫାଉଣ୍ଡେସନର ଦ୍ଵିତୀୟ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଉତ୍କଳ ଫାଉଣ୍ଡେସନର ଦ୍ଵିତୀୟ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି । କରୋନା ଯୋଦ୍ଧା ସାଜି ଲୋକଙ୍କୁ ଟିକନିକ ଖବର ଯୋଗାଇଥିବା ୯ଜଣ ସାମ୍ବାଦିକଙ୍କୁ ଯଥା ନିରଞ୍ଜନ ଓଝା ,ନିରଦ ପଟ୍ଟନାୟକ , ସମ୍ବିତ ବେହେରା , ମାନସ ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ,…

ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଚଳଚିତ୍ରରେ ଭାଲେଣ୍ଟାଇନର ଏକ ଭିନ୍ନ ରୂପକୁ ଟୁଇଷ୍ଟ ହିସାବରେ ଦେଖିବାକୁ ମିଳିବ । ଏହି ଚଳଚିତ୍ରରେ ମନୀଷା ମିଶ୍ର, ସଂଜୀବ ପରିଡା, ଲଷ୍ମୀ ପ୍ରିୟା ସାହୁ , ରବି…

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଖରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀର…

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା "ବୋଉ"ର ବନ୍ଧୁମିଳନ ଓ "ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା,…