Latest Odisha News

BREAKING NEWS

ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ହାପି ଏଣ୍ଡିଙ୍ଗ ଚଳଚିତ୍ରର ମ୍ୟୁଜିକ ରିଲିଜ ହୋଇ ଯାଇଛି। ସମୁଦାୟ ୪ଟି ଗୀତ ଥିବା ଏହି ସିନେମାରେ ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡ଼ା ଗୀତ ରଚନା କରିଥିବା ବେଳେ ବିଶ୍ଵଜିତ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ କୁମାର ଦେବାନନ୍ଦ , ଅବିନାଶ ଜେନା ସୁମନ ଦାଶ ଓ ଅନୁରାଧା କଣ୍ଠଦାନ କରିଛନ୍ତି ।

ଖୁବଶୀଘ୍ର ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ଏହି ଚଳଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ସୁବୋଧ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.