Latest Odisha News

BREAKING NEWS

Browsing Tag

Bhubaneswar

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି…

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ…

ଜେଲ୍‌ରୁ ମୁକୁଳି ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

ଭୁବନେଶ୍ୱର:ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା…

ନାବାଳିକା ଦୁଷ୍କର୍ମ ମାମଲା: ବୈଦୁତିକ ଗଣମାଧ୍ୟମ ଏମ୍‌ଡିଙ୍କୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମରେ ରାଜ୍ୟ ଶିିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସଂପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ଏହି ନୋଟିସ୍ ହୋଇଛି । ୪୮ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସକୁ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏହି…

୮ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…

ନିଶା ପାଇଁ ନାବାଳକକୁ ମର୍ଡର, ୪ ଗିରଫ

ଭୁବନେଶ୍ୱର: ନିଶା ପାଇଁ ନାବାଳକର ଗଲା ଜୀବନ । କିଛି ଅସମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ…

ଭୁବନେଶ୍ୱର-କଟକରେ ହେବ ଲେନ୍ ଡ୍ରାଇଭିଂ !

ଭୁବନେଶ୍ୱର:ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଟକରେ ଲେନ୍…

ଭୁବନେଶ୍ୱରରେ ମହିଳାଙ୍କଠୁ ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍…

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗଦେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ସୌମ୍ୟା ମିଶ୍ର । କମିଶନରେଟ୍ ପୋଲିସ ଅଫିସରେ ତାଙ୍କୁ ସ୍ୱାଗତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୨୦୧୪ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଏହା ପୂର୍ବରୁ ସୁନ୍ଦରଗଡ ଏସ୍‌ପି ଭାବେ ସଫଳତାର ସହ କାର୍ଯ୍ୟ…