Latest Odisha News

BREAKING NEWS

Browsing Tag

Bhubaneswar

୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ଦୋକାନୀଙ୍କୁ ନୋଟିସ

ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍‌କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍‌କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର…

ଦୟା ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗର ୨ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ହେଲେ ମଧୁସୁଦନ ଖୁଂଟିଆ । ଘର ଭୁବନେଶ୍ୱର ଓଲ୍ଡ ଟାଉନ…

ଭୁବନେଶ୍ୱରରେ ଲୁଟର ନୂଆ ଫଣ୍ଡା, ଯୁବତୀ ଦେଖାଇ କରୁଥିଲେ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ଲୁଟ ର ନୂଆ ଫଣ୍ଡା ।  ଯୁବତୀ ଦେଖେଇ ଲୁଟ କରୁଥିଲେ ଲୁଟେରା । ଏଭିଲି ଏକ ଗ୍ୟାଙ୍ଗ ର ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ୟୁନିଟ 8 ର  ଅମର ସେନାପତି ଓ  ଗଞ୍ଜାମ ରମନୋଜ ଗୌଡ଼। ଗତ 13 ତାରିଖରେ ତାଳଚେର ଅଞ୍ଚଳର ଜଣେ…

ଲଗାଣ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଜଳାର୍ଣ୍ଣବ ହୋଇଛି । ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏପରିକି ଜାତୀୟ ରାଜପଥରେ ବି ପାଣି ଭର୍ତ୍ତି ହୋଇଛି । ଫ୍ଲାଏ ଓଭର ରାସ୍ତାରେ ବି ସେଇ ସମାନ ଅବସ୍ଥା । ବିଶେଷ କରି ଜଳ ନିଷ୍କାସନର ସୁବିଧା ନ…

ରାଜଧାନୀରେ କରୋନା ରୋଗୀଙ୍କ ପାଇଁ ପେଡ୍ ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପେଡ୍ ଆଇସୋଲେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯଦି କେହି କରୋନା ପଜିଟିଭ୍ ରୋଗୀ ଏଠାରେ ରହିବାକୁ ଚାହିଁବେ ତେବେ ନିଜସ୍ୱ ଖର୍ଚ୍ଚରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି ।…

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡିଆ ସଜବାଜ, ସାମିଲ ହେବେ ଶହେ ଅତିଥି

ଭୁବନେଶ୍ୱର: ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ସ୍ୱାଧୀନତା ଦିବସ । ତେବେ ଚଳିତ ବର୍ଷ କରୋନା କଟକଣା ଭିତରେ ନିରାଡମ୍ବରରେ ଅଗଷ୍ଟ ୧୫ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ରାଜଧାନୀର ପ୍ରଦର୍ଶନୀ ପଡିଆରେ…

ଟ୍ୱିନ୍ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଲାଗିଲା କଟକଣା । ଚଳିତ ବର୍ଷ ଟ୍ୱିନ୍ ସିଟିରେ ହେବନି ଗଶେଷ ପୂଜା । ମହାମାରୀ କରୋନା ଯୋଗୁଁ ଏଥର ଟ୍ୱିନ୍ ସିଟ୍‌ରେ ମଣ୍ଡପରେ ପୂଜା ହୋଇପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର…

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

କିମସ୍‌ରେ ଯୋଗଦେଲେ ଡାକ୍ତର ବିଧୁକଲ୍ୟାଣ ମହାନ୍ତି ଓ ଡାକ୍ତର ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର କର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ମେଡିକାଲ୍‍ ସାଇନସେସ୍ (କିମସ୍‌)ରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତି କିମ୍ସସ କ୍ୟାନ୍ସଗର ସେଣ୍ଟରର ନିର୍ଦ୍ଦେଶକ ତଥା…