Latest Odisha News

BREAKING NEWS

Browsing Tag

Bhubaneswar

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…

ଭୁବନେଶ୍ୱରରେ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ; ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ଜଣ ବ୍ୟକ୍ତିଙ୍କର ନମୂନା ପରୀକ୍ଷା ହୋଇଥିବାର ମଙ୍ଗଳବାର ଦିନ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁ ୫ ଜଣ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଝାରପଡ଼ାରୁ ଜଣେ, ବୋମିଖାଲରୁ…

ବମିଖାଲରେ ୩ ନୂଆ ପଜିଟିଭ୍‌; ୧୮ ଆକ୍ରାନ୍ତଙ୍କ ସହ ରାଜଧାନୀର କରୋନା ହଟ୍‌ସ୍ପଟ୍ !

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଦିନ ୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ରାଜଧାନୀର ବମିଖାଲ ଅଞ୍ଚଳରୁ ୩ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Travel History of #Covid19 Patients Case no: 56 & 60. Contact tracing and follow up…

କରୋନା ଲକ୍‌ଡାଉନ୍‌; ଜାଣନ୍ତୁ ରାଜଧାନୀର କେଉଁ ଷ୍ଟୋର ଆପଣଙ୍କ ଘରେ ପହଂଚାଇବ ଅତ୍ୟାବଶ୍ୟକ ସାମଗ୍ରୀ !

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀରେ ରାଜଧାନୀବାସୀଙ୍କ ସହ ସାଥିରେ ରହିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ । ପୂର୍ବରୁ ବିଏମସି ଘୋଷଣା କରିଥିଲା ଭୁବନେଶ୍ୱରବାସୀଙ୍କୁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ସୁବିଧା । The updated list of the big stores…

ସୁରକ୍ଷା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ମୁତୟନ କରିବ ଡ୍ରୋନ୍ କ୍ୟାମେରା !

ନୂଆଦିଲ୍ଲୀ: ଯେହେତୁ କୋଭିଡ଼୍‌-୧୯ ଭୂତାଣୁ ସଂକଟ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିର ଚଳାଚଳ ବନ୍ଦ କରିଛି । କିନ୍ତୁ…

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…

ଭୁବନେଶ୍ୱର ତଥା ଉପକଣ୍ଠ ୧୮ଟି ଗାଁରେ ବଳବତ୍ତର ରହିବ ସଟ୍ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଛଅ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ତିନିଟି ସହରକୁ ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହରଗୁଡିକ ହେଲା ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ତିନି ସହରରେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି…

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳରେ କରାଗଲା ସାନିଟାଇଜ ସ୍ପ୍ରେ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳର ହୋଇଥିବାରୁ ଆଜି ସୂର୍ଯ୍ୟନଗର ଓ ଆଖପାଖ ଅଂଚଳର ବିଭିନ୍ନ ରାସ୍ତା, ଗଳିକନ୍ଦି ଓ ଛକମାନଙ୍କରେ ଭୂତାଣୁ ସଂକ୍ରମଣ ନିରୋଧୀ ସ୍ପ୍ରେ କରାଯାଇଛି । ଏଥି ସହ ଛଅ ନମ୍ବରର ବିଭିନ୍ନ ଅଞ୍ଚଳରେ ମଧ୍ୟ ସ୍ପ୍ରେ କରାଯାଇଛି ।…