୮୦ ବର୍ଷରେ ପାଦ ଥାପିଲେ ବିଗ୍ ବି ଅମିତାଭ ବଚ୍ଚନ
ମୁମ୍ବାଇ: ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ବିଗ୍ ବି ଅମିତାଭ । ଗୋଟିଏ ନାଁ କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…