Latest Odisha News

BREAKING NEWS

Browsing Tag

Bjd

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ବରପୁତ୍ରଙ୍କୁ ସମ୍ମାନ: ଓଡ଼ିଆ ଓ ଓଡ଼ିଶା ପ୍ରେମ କାହାର କେତେ?

ଭୁବନେଶ୍ୱର: ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହାପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଆଉ ଏକ ଝଲକ ଦେଖିବାକୁ ମିଳିଛି ପବିତ୍ର ଉତ୍କଳ ଦିବସରେ। ଗୋଟିଏ ପଟେ ରାଜ୍ୟ ସରକାରଙ୍କ…

କୋଟିଆକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ନେତା ପ୍ରଦୀପ ମାଝୀ, ପଚାରିଲେ ଦେଇଛ କ’ଣ ?

କୋରାପୁଟ : ଉତ୍କଳ ଦିବସ ଅବସରରେ କୋରାପୁଟ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ୍ ଏହି ସମୟରେ କୋଟିଆକୁ ନେଇ ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି,…

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ନେଇ ଶନିବାର ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହେବ | ୩ ମାସ ପୂର୍ବରୁ ପଦମପୁର ଉପନିର୍ବାଚନ ହେଲା ଓ ବିପୁଳ ଭୋଟରେ ବିଜେଡି ବିଜୟ ହାସଲ କଲା| ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସଭାପତି…

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବର୍ଷା ! କହିଲେ ମୋତେ ବ୍ୟକ୍ତିଗତ ଆକ୍ଷେପ ବେଳେ କେଉଁଠି ଥିଲେ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ସମ୍ବଳିତ ଟ୍ବିଟ ଉପରେ ବିଜେଡି ତାର ପାଲଟା ଜବାବ ଜାରି ରଖିଛି । ଗୁରୁବାର ସାସଂଦ ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିବାବେଳେ ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର…