Latest Odisha News

BREAKING NEWS

Browsing Tag

Bjd

‘ଓଡ଼ିଶାରେ ମହିଳା ସଶକ୍ତ’, କେନ୍ଦ୍ର ଦେଲା ସାର୍ଟିଫିକେଟ !

ଭୁବନେଶ୍ୱର: ନିର୍ବାଚନ ଆସନ୍ନ ଥିବାରୁ ବିଜେଡି ପୁଣି ମହିଳାଙ୍କୁ ଫୋକସ କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଦଳକୁ ବେଶ ସହାୟକ ହୋଇଛି ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟ। ଓଡ଼ିଶାର ୮୭ ପ୍ରତିଶତ ମହିଳାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିବା ସହ ସେମାନେ ଏହାକୁ ବ୍ୟବହାର…

‘ଜୟନାରାୟଣ’ ରୋକ୍ ସକୋ ତୋ ରୋକ୍ ଲୋ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇଦେଇଛି। ଅତି ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଘଟଣାର ସ୍ପଷ୍ଟତା ନ ଆସିବା ସ୍ଥିତିକୁ ଜଟିଳ କରିଛି। ଏହି ଘଟଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଘଟଣା ଘଟିବା ପରଠୁ…

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…

ରାଜନଗରରୁ ଧ୍ରୁବଙ୍କ ବଦଳରେ ଅଂଶୁମାନ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଏଥର ବିଜେଡି ପ୍ରାର୍ଥୀ କିଏ ହେବ। ବର୍ତ୍ତମାନର ବିଜେଡି ବିଧାୟକ ଧ୍ରୁବ ସାହୁ ହିଁ ପ୍ରାର୍ଥୀ ହେବେ ନା ଆଉ କିଏ ପ୍ରାର୍ଥୀ ହେବ। କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ସହ ରାଜନଗରରୁ ବିଧାୟକ…

‘ଶଙ୍ଖ ମୋ ଗର୍ବ’ କେବଳ ସ୍ଲୋଗାନ ନା ସତରେ ଗର୍ବ !

ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ…

ଅତାବିରା NAC ନିର୍ବାଚନ, ନାମାଙ୍କନରେ ବିଜେଡିର ଶକ୍ତି ପ୍ରଦର୍ଶନ

ବରଗଡ଼: ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନଏସି ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଏହି ଅବସରରେ…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…

କିଏ ଦଖଲ କରିବ ନବଙ୍କ ଗଡ଼ ?

ଭୁବନେଶ୍ୱର: ଉପନିର୍ବାଚନ ଘୋଷଣା ହୋଇନି ଆରମ୍ଭ ହୋଇଗଲାଣି ଲଢେଇ। ଏମିତି କିଛି ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ରହିଛି। କୋଉ ମୁହୂର୍ତ୍ତରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇପାରେ। କିନ୍ତୁ ଏହାର ବହୁ ପୂର୍ବରୁ ଦଳୀୟ ଟିକେଟ ଆଶାୟୀଙ୍କ…

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ…