Latest Odisha News

BREAKING NEWS

Browsing Tag

Bjd

ଆନନ୍ଦପୁର ବିଜେପି ବିଧାନସଭା ପ୍ରାର୍ଥୀ ବିଜେଡିକୁ ଫେରିଲେ

ଭୁବନେଶ୍ୱର : ସମସ୍ତଙ୍କୁ ହତଚକିତ କରି ପୂର୍ବତନ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିକଟରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଶୁକ୍ରବାର ଦିନ ପୁର୍ନବାର ଶାସକ ଦଳ ବିଜେଡିକୁ ଫେରିଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ ।…

ବିଜେପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ଏକ ବିମାନ ଯୋଗେ ପଦ୍ମପୁରର ସତିଭାତରେ…

୨୧ରୁ ୨୧ ଶଙ୍ଖ ବାଜିବ: ନବୀନ

ଭୁବନେଶ୍ୱର : ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ଆସନ ଆମେ ଜିତିବୁ । ୨୧ଟି ଲୋକସଭା ଆସନ ବିଜେଡି ହାତକୁ ଯିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଠାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବା ଅବସରରେ ଦୃଢତାର ସହ ଏପରି…

ବିଜେଡି ଇସ୍ତାହାରରେ ରହିଛି ବାସ୍ତବତା: ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରରେ ତାଙ୍କ ଦଳ ଯର୍ଥାର୍ଥତା ପ୍ରତିପାଦନ କରିଛି ବୋଲି ଗୁରୁବାର ଦିନ ଦାବି କରିଛନ୍ତି । “ଅନ୍ୟ ରାଜନୈତିକ ଦଳ ଠାରୁ ଆମ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ ଦଳମାନେ ଲୋକଙ୍କୁ ଆକୃଷ୍ଟ…

କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : ବିଜେଡିରୁ ଟିକେଟ ନପାଇ ଦଳ ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗଦେବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି,…

ବିଜେଡିରେ ଯୋଗଦେଲେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଭୁବନେଶ୍ୱର : ଖୋର୍ଦ୍ଧା ପୂବର୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓରଫ୍ ଜିତୁ ମିତ୍ର ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…