Latest Odisha News

BREAKING NEWS

Browsing Tag

Bjp

ବିଜେପିକୁ ବନ୍ଦୀ ଭୟ, ମୋତେ କାଢ଼ିଲ ତୁମେ ହାରିବ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ସଂଗଠନ ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସଂଗଠନ ସହ ଜାତୀୟ ସଂଗଠନ ଓ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏହି ଅବସରରେ ଦେଶର ଚାରୋଟି ପ୍ରମୁଖ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,…

୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ବଦଳିଲେ ୪ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଂଗଠନରେ ପରିବର୍ତ୍ତନ କରିଛି । ବଦଳିଛନ୍ତି ୪ ରାଜ୍ୟର ବିଜେପି ମୁଖ୍ୟ । ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।…

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ଏପରିକି ବିନା ବିରୋଧୀ ଦଳ ନେତା…

୯ ବର୍ଷରେ ମୋଦି ଯାହା କରିଛନ୍ତି, ସ୍ୱାଧୀନତା ପରଠାରୁ ଲୋକଙ୍କ ପାଇଁ ହୋଇନଥିଲା: ମନମୋହନ

ଭୁବନେଶ୍ୱର: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାସେ ବ୍ୟାପି ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା…

ନିଜ ଭିତରେ ଲଢେଇ ପାଇଁ…କର୍ଣ୍ଣାଟକରେ ସରକାର ଗଲା, ଏବେ କେନ୍ଦ୍ରରେ ହରେଇଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା…

‘ସମାନ ନାଗରିକ ସଂହିତା’, ପରକୁ କରୁଛି ନିଜର, ନିଜର ହେଉଛନ୍ତି ପର!

ଭୁବନେଶ୍ୱର: ଦେଶରେ ସମାନ ନାଗରିକ ସଂହିତା ଲାଗୁ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି। ଦେଶର ବିରୋଧୀ ଶାସକ ତଥା ପ୍ରମୁଖ ନେତାମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ସମାନ ନାଗରିକ ସଂହିତା ସପକ୍ଷରେ କଂଗ୍ରେସ ନ ଥିବା ବେଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ତଥା…

ମହାରାଷ୍ଟ୍ରରେ ବିଜେପିକୁ ଘାରିଲା ହାରିବା ଭୟ !

ଭୁବନେଶ୍ୱର: ଦେଶର ପ୍ରମୁଖ ଦଳଗୁଡିକର ନଜରରେ ମହାରାଷ୍ଟ୍ର। ରାଜ୍ୟର ରାଜନୈତିକ ସମୀକରଣ ବଦଳୁଥିବା ବେଳେ ବିଆରଏସ ଭଳି ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ ମହାରାଷ୍ଟ୍ରରେ ଏଣ୍ଟ୍ରି ମାରିଲେଣି। ସେପଟେ ସିନ୍ଦେ ବିଜେପି ମେଣ୍ଟ ଓ ଏମଭିଏ ମେଣ୍ଟ ମଧ୍ୟରେ ଲଢେ଼ଇ ମଧ୍ୟ ତୀଵ୍ର ହେଉଛି। ଏଭଳି…

ରାଜସ୍ଥାନରେ ଘାଣ୍ଟୁଛି ବିଜେପି, କିଛି ମିଳିବ ତ ?

ଭୁବନେଶ୍ୱର: ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ବିଜେପି ନିଜର ସବୁ ଶକ୍ତି ଖଟାଇବା ଆରମ୍ଭ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରୁ ଫାଇଦା ନେବାକୁ ଦଳ ଯୋଜନା କରିଛି। ଏପରିକି ଏହାକୁ…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ ବାନ୍ଧିବ କଂଗ୍ରେସ !

ଭୁବନେଶ୍ୱର: ବିଜେପି ସରକାର ସମୟରେ କର୍ଣ୍ଣାଟକରେ ଯେତେ ସବୁ ସ୍କାମର ଅଭିଯୋଗ ହୋଇଛି ସବୁର ତଦନ୍ତ ହେବ। ଯେତେ ଦୁର୍ନୀତି ଓ ଅନିୟମିତତା ହୋଇଛି ସବୁର ଗୋଟି ଗୋଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ପୂର୍ବ ବିଜେପି ସରକାର ସମୟରେ ମେଡିକାଲ କଲେଜ ନିର୍ମାଣଠୁ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…