ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!
ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…