‘ମଧ୍ୟପ୍ରଦେଶ ବିଜେପି’, ଯେମିତି ଭାଙ୍ଗିଥିଲେ ସେମିତି ଭାଙ୍ଗିବ !
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ଗୋଟିଏ ଦିନରେ ଡବଲ ଝଟକା ପରେ ସଜାଗ ହୋଇଛି ଦଳ। ଦଳରେ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ମନାଇବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ମଧ୍ୟପ୍ରଦେଶର ଟାଣୁଆ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ଦୀପକ ଯୋଶୀ ଓ ପୂର୍ବତନ…