Latest Odisha News

BREAKING NEWS

Browsing Tag

Bjp

ରାଜ୍ୟ ସରକାରଙ୍କ ବଜେଟ-“ବସ୍ତାନି ବଡ, ପାଠ କମ୍‌”

ଭୁୁବନେଶ୍ୱର:ରାଜ୍ୟ ସରକାରଙ୍କ ବଜେଟରେ କିଛି ନାହିଁ । ଏ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” ସଦୃଶ ।  ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏମିତି କହି ରାଜ୍ୟ ସରକାରଙ୍କ  ୨୦୨୩-୨୪ ଆର୍ଥିକ…

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର…

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ।…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

ଘରେ ଘରେ ପହଞ୍ଚିବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା

କଟକ: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତ୍ତମାନ ପଦାରେ ପଡ଼ିଲାଣି ।…

ଏଥର କମ୍ପିବ ବିଧାନସଭା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଭିଡିଓ କନ୍ଫରେନ୍ସିଂ…

ପ୍ରତିଶ୍ରୁତି ରାଜନୀତି, ଧର୍ମେନ୍ଦ୍ର-ସସ୍ମିତଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନଙ୍କ ପଦ୍ମପୁର ଗସ୍ତ ଓ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଟ୍ୱିଟ୍ ୱାର୍ । ନବୀନଙ୍କ ମନ୍ତବ୍ୟର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କାଉଣ୍ଟର କରିଥିଲେ । ପଚାରିଥିଲେ ୨୩ ବର୍ଷର ଶାସନରେ କେତେ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ…

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…