Latest Odisha News
Browsing Tag

Bjp

ତେଲେଙ୍ଗାନା, ଏମପି, ଛତିଶଗଡରେ ଜିତିବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଚାରୋଟି ରାଜ୍ୟର ମତଦାନ ଶେଷ ହୋଇଛି। କେବଳ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାର ମତଦାନ ବାକି ରହିଛି। ସେପଟେ ଆସନ୍ତା ମାସ ତିନି ତାରିଖରେ ଗଣତି ହେବା ସହ ସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ତା…

ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ…

ବିଆରଏସକୁ ହରାଇବ ସତ୍ତା ବିରୋଧୀ ଲହର, ସୁନାମୀ ଭଳି ଆସୁଛି କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତିନୋଟି ରାଜ୍ୟର ମତଦାନ ଶେଷ ହୋଇଛି। ଏବେ ରାଜସ୍ଥାନ ଓ ତେଲେଙ୍ଗାନା ଉପରେ ସମସ୍ତଙ୍କର ନଜର ରହିଛି। ତେଣୁ ତେଲେଙ୍ଗାନାକୁ ନେଇ ଏବେ ନାନା ଆକଳନ କରାଯାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ କଂଗ୍ରେସ ଓ ବିଜେପି…

ଏମପିରେ ଜିତିବ ବୋଲି ଆଗୁଆ ଆକ୍ସନ ନେଲାଣି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମତଦାନ ଶେଷ ହେବା ପରେ ଆକ୍ସନ ମୋଡ଼କୁ ଆସିଛି କଂଗ୍ରେସ। ଦଳ ବିରୋଧି କାମ କରିଥିବା ନେତାଙ୍କ ସମେତ ଯେଉଁ କର୍ମଚାରୀ ମାନେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ କାମ କରିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରୁଛି ଦଳ। ନଭେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ…

ଛତିଶଗଡରେ ହାରିଗଲେ ପୁରୁଷ, ଜିତିଗଲେ ମହିଳା !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଡିସେମ୍ବର ତିନି ତାରିଖରେ ଫଳାଫଳ ଆସିବା ସହ ନୂଆ ସରକାର କିଏ ଗଢିବ ସ୍ପଷ୍ଟ ହେବ। ସେ ଭିତରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନାନା ଆକଳନ ମଧ୍ୟ…

‘ରେକର୍ଡସଂଖ୍ୟକ ମତଦାନ ଏମପିରେ ପରିବର୍ତ୍ତନ ସ୍ପଷ୍ଟ ସଂକେତ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ସିଟରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଏମପିରେ ମତଦାନ ପ୍ରତିଶତ ୭୬ ରୁ ଅଧିକ ହୋଇଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ହେଉଛି। ଏମପିରେ ବିଜେପି ସରକାର ଥିବାବେଳେ କଂଗ୍ରେସ ଏଠାରେ…

ଦୋସା ଖୁଆଇ, ଚା ପିଇ, ଗ୍ୟାରେଣ୍ଟି ଦେଇ ତେଲେଙ୍ଗାନାରେ ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନାରେ ବିଜୟ ପାଇଁ ଜୋରଶୋରରେ ଲାଗିପଡିଛି କଂଗ୍ରେସ। ଦଳ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ସହ ଲୋକଙ୍କୁ ଆକର୍ଷିତ କରିବାରେ କୌଣସି ବି ସୁଯୋଗକୁ ହାତଛଡା କରୁନି ଦଳ। ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ସିଡବ୍ଲୁସିର ବୈଠକ ହେଉ…

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା…

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…

ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ…