Latest Odisha News

BREAKING NEWS

Browsing Tag

Bjp

ଫିଲ୍ମକୁ ନେଇ ଅଯଥା ଟିପ୍ପଣୀ କରିବାରୁ ଦୂରେଇ ରୁହ: ବିଜେପି ନେତାଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଭିନ୍ନ ଫିଲ୍ମ ଉପରେ ବିଜେପି ନେତାଙ୍କର ବେପରୁଆ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଅଯଥା ଟିପ୍ପଣୀରୁ ଦୂରେଇ ରହିବାକୁ ସେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ (୧୬-୧୭)…

ନଡ୍ଡାଙ୍କ ନେତ୍ୱତ୍ୱରେ ୨୦୨୪ ମହାସମର ଲଢିବ ବିଜେପି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା ।  ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱରେ ରହିବେ । ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏପରି…

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

କନକ ବ୍ୟୁରୋ :  ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ସେପଟେ ଜାନୁଆରୀ…

ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି କହିଲା ଭୋଟ ରାଜନୀତି

ପାଟନା: ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବୁଧବାର ହିନ୍ଦୁତ୍ୱ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଛି । ଚନ୍ଦ୍ରଶେଖର ଏକ ବୟାନ ଦେଇ କହିଥିଲେ, ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ଉପରେ ଆଧାରିତ ରାମଚରିତ ମାନସ ସମାଜରେ ଘୃଣା ମନୋଭାବ ସୃଷ୍ଟି କରୁଛି । ଚନ୍ଦ୍ରଶେଖରଙ୍କର ଏହି ବୟାନ ପରେ…

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ । ରାଉରକେଲାର…

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା…

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବରୀର ଯୁବନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି । ଆମେ ସମସ୍ତେ ମିଳିମିଶି ମୋଦିଙ୍କ ହାତମୁଠାକୁ ଟାଣ କରି ଦେଶର ବିକାଶ ପଥକୁ ତ୍ୱରାନ୍ୱିତ କରିବା । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ; ଘର ଓ ଗାଡ଼ି ଜାଳି ଦେଲେ

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେ ସିପିଆଇଏମ୍‌ ସମର୍ଥକ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ କାର୍ଯ୍ୟ…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…