Latest Odisha News

BREAKING NEWS

Browsing Tag

Bjp

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…

‘ମୁହଁ ନଖୋଲି ରଥଯାତ୍ରା ବନ୍ଦ କଲେ’

ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ରଥଯାତ୍ରା ହେବବି । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ…

କୋଭିଡ ଟେଷ୍ଟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର: କରୋନା ଟେଷ୍ଟକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ପ୍ରତ୍ୟେକ ଦିନ ୧୫ହଜାର ଟେଷ୍ଟ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ବେଳେ ଏହା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ଏବଂ କ୍ୱାରେଂଟିନ ସେଂଟରରେ ରହୁଥିବା ସମସ୍ତ ପ୍ରବାସୀଙ୍କ ଟେଷ୍ଟ କରାଯାଉ।…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର:  ରାଜ୍ୟ ବିଜେପିି ସଭାପତି  ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ…

ତେଲ ଦର ବଢୁଛି, ରାଜନୀତି ବି ତେଜୁଛି

ଭୁବନେଶ୍ୱର: ଲଗାତର ତେଲ ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ବିଜେପି କହିଛି, ତୈଳ ଦର ହଠାତ୍ କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ । ରାଜ୍ୟ ସରକାର ଚାହିଁଲେ ଯେଉଁ ଭାଟ୍ ଆଦାୟ କରୁଛନ୍ତି, ତାକୁ କମ୍ କରି ଦର କମାଇପାରିବେ । ୨୧ ବର୍ଷ ରହିବା ପରେ ବି ଅନ୍ୟ ସୂତ୍ରରୁ…

ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି କଂଗ୍ରେସ କହିଛି, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ।…

ସରକାର ମାଗିଲେ ଖର୍ଚ୍ଚ ହିସାବ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: ପଂଚାୟତିରାଜ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ଖର୍ଚ୍ଚର ହିସାବ ମଗାଯିବା ପରେ ଏହାକୁ ନେଇ କଟାକ୍ଷ କରିଛି ରାଜ୍ୟ ବିଜେପି । ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଜାଗାରେ ଭିତ୍ତିଭୂମିକୁ ନେଇ ବହୁ ଦୁର୍ନୀତି…

‘ରଥଯାତ୍ରାକୁ ବ୍ୟାକଡୋରରେ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି ସରକାର’

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି ପୁଣି ସରକାରଙ୍କୁ ଘେରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରଥଯାତ୍ରା ସମ୍ପର୍କରେ ସରକାର କିଛି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି।…

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି । ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର…

ମାସ୍କ କିଣାକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣାକୁ ନେଇ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି । ବିରୋଧୀ ବିଜେପି ଓ କଂଗ୍ରେସର ତୁହାକୁ ତୁହା ଅଭିଯୋଗ ପରେ ଆଜି ସ୍ପଷ୍ଟୀକରଣ ରଖିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସାଂସଦ ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର ସରକାର ଯେଉଁ ଦର…