Latest Odisha News
Browsing Tag

Bjp

ଭୁବନେଶ୍ୱର ଉତ୍ତରରେ ଏଥର ବାପୁ, ବୁଲୁ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ନିକଟତର ହେଉଥିବା ବେଳେ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ତେଣୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକେଟ ପ୍ରସଙ୍ଗ। ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି…

ରାଜସ୍ଥାନରେ ଦଳୀୟ ନେତାଙ୍କ ଚକ୍ରବ୍ୟୁହରେ ଫସିଛି ବିଜେପି, ଆଗପଛ ହେଉଛି କଂଗ୍ରେସ !

ଭୁବନେଶ୍ୱର: ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପିର ଟିକେଟ ଅଙ୍କ ଛିଡୁନି। ପ୍ରଥମ ପର୍ଯ୍ୟାୟରେ ୪୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ବିଦ୍ରୋହର ସମ୍ମୁଖୀନ ହେଉଥିବା ବିଜେପି ଏବେ ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ପାଇଁ ଲଗାତର ବୈଠକ ଜାରି ରଖିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ବିଜେପି କହିଲା ପରିବାରବାଦର ମାନେ ଜାଣିନାହାନ୍ତି ରାହୁଲ !

ଭୁବନେଶ୍ୱର: ଦେଶରେ ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପରିବାରବାଦ ପ୍ରସଙ୍ଗକୁ ନେଇ ବିଜେପି ଲଗାତର କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଆଟାକ କରୁଥିବା ବେଳେ ରାହୁଲ ଗାନ୍ଧୀ ଅମିତ…

ରାଜସ୍ଥାନ ବିଜେପିରେ ବିଦ୍ରୋହ ଦେଖି ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ହେବାକୁ ଥିବା ଦେଶର ପାଞ୍ଚୋଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଏ ଯାଏ ରାଜସ୍ଥାନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ ହେଉଛି। ଅସନ୍ତୋଷ ଓ ବିଦ୍ରୋହ ଭୟରେ କଂଗ୍ରେସ…

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ…

ମିଜୋରାମରେ ଜିତିବାକୁ ମୋଦିଙ୍କ ବିରୋଧରେ ରାହୁଲଙ୍କ ମଣିପୁର ଅସ୍ତ୍ର !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ମିଜୋରାମ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଜୋରାମର ୪୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାହୁଲ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାରକୁ…

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ…

ବିଜେପି ବିରୋଧରେ ଲଢ଼ିବେ ଏକନାଥ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ସିନ୍ଦେ ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନରେ ହେବାକୁ ଥିବା ବିଧାନସଭା…

ଏପମିରେ ଜାତିକୁ ନେଇ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସ ଜାତି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିବାକୁ ଯୋଜନା କରିଛି। ଏମପିରେ ବିଜେପି ଏ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ୧୩୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି। ସେସବୁ ସିଟରେ ଜାତିଗତ ଆଧାରକୁ ନେଇ କଂଗ୍ରେସ ବିଜେପିକୁ ଘେରିବାକୁ ସବୁ ପ୍ରସ୍ତୁତି…

‘ଏମପିରେ ନିର୍ବାଚନ କଟକଣା’, ହେଲିକ୍ୟାପ୍ଟର ଉଡାଇଲେ ୨ ଲକ୍ଷ,ମିଠା ଖୁଆଇଲେ ୪୯୫!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି। ହାତରେ ସମୟ ଅଳ୍ପ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ରଣନୀତି ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ସ୍ଵଛ…