Latest Odisha News

BREAKING NEWS

Browsing Tag

BMC

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି ।…

ଖୋଲିବ ଆର୍‌ଟିଓ ଅଫିସ୍‌

ଭୁବନେଶ୍ୱର: ଦୀର୍ଘ ଦିନର ବନ୍ଦ ପରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପୁଣି ଖୋଲିବ ଆର୍‌ଟିଓ । କରୋନା କଟକଣା ଭିତରେ ଆର୍‌ଟିଓ ଅଫିସ୍ ଖୋଲିବ । ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାଜିକ ଦୂରତା, ସବୁ କର୍ମଚାରୀ ଏବଂ ଲୋକେ ମାସ୍କ ପିନ୍ଧବା ସହ ପ୍ରତିଦିନ…

ରାଜଧାନୀରେ ସ୍ଥିତି ସଙ୍ଗୀନ, ପୁଣି ବାହାରିଲେ ୨୩୭ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶହେରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ । ଆଜି ପୁଣି ୨୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ…

ଆଜି ଭୁବନେଶ୍ୱରର ଏକ ହୋଟେଲରୁ ୧୮ ଜଣଙ୍କ ସମେତ ୧୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ଵରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ରାଜଧାନୀରୁ ଦୈନିକ ଶତାଧିକ ପଜିଟିଭ୍ କେସ ସଂଖ୍ୟା ସାମ୍ନାକୁ ଆସୁଛି। ଭୁବନେଶ୍ଵରରୁ ଆଉ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର…

ଆଜି ଭୁବନେଶ୍ୱରୁ ପୁଣି ୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ କରୋନା ବିପଦ ବଢ଼ିବାରେ ଲାଗିଛି । ଏଠାରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଆଜି ପୁଣି ଭୁବନେଶ୍ୱରରୁ ୧୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୬୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।…

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ…

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ପୁଣି ୧୯୦ ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ କ୍ଷିପ୍ର ଗତିରେ ବଢ଼ିଚାଲିଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୧୯୦ ପଜିଟିଭ ବାହାରିଛନ୍ତି । ଏହାମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ସେହିପରି ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

‘୧୦ ଦିନରେ ଭୁବନେଶ୍ୱରରେ ୧୨୬୨ ସଂକ୍ରମିତ’

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କିରିବାରେ ଲାଗିଛି । ସ୍ଥିତି ପୁରା ଅଣାୟତ୍ତ ହେବାରେ ଲାଗିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଭୁବନେଶ୍ୱରରେ ପୁଣି ୧୩୭ ପଜିଟିଭ, ମୋଟ ସଂଖ୍ୟା ୩୩୫୪କୁ ବୃଦ୍ଧି

ଭୁବନେଶ୍ୱର: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ପଜିଟିଭ ବାହାରିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଂଟାଇନ୍ ସେଂଟର ଓ ୨୪ ଜଣଙ୍କ ସ୍ଥାନୀୟ ଅଚଂଳ ଅଛନ୍ତି । ଏଥିସହ ୧୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି…

ଭୁବନେଶ୍ୱରରେ ଆଉ ୧୪୯ ପଜିଟିଭ ଚିହ୍ନଟ, ୧୪୫ ସୁସ୍ଥ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ଅଛନ୍ତି । ଏହା ସହ ରାଜଧାନୀରେ ୧୪୫…