Latest Odisha News

BREAKING NEWS

Browsing Tag

BMC

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: କୋଭିଡ୍ ନିୟମର ଉଲ୍ଲଂଘନ କରି ସମର୍ଥକଙ୍କ ଗହଣରେ ଜନ୍ମଦିନ ପାର୍ଟିରେ ସାମିଲ ଭିଡିଓ ଭାଇରାଲ ପରେ ବଢିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଡୁଆ । ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି । ୧୫…

ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସିଛି: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍‌ରେ ନାହିଁ ବରଂ ଫ୍ଲାଟ୍‌ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍‌ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର…

ଭୁବନେଶ୍ୱରରୁ ଆଜି ପୁଣି ବାହାରିଲେ ୩୪୨ ପଜିଟିଭ

ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ…

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି…

ଭୁବନେଶ୍ୱରରୁ ଆଜି ଆଉ ୩୬୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୬ ଜଣ ରହିଥିବା ବେଳେ ୨୮୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୦୬ ଜଣ…

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ୨୩୮ ଲୋକାଲ କେସ୍ ସହ ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ବିଏମ୍‌ସି ଅଂଚଳରୁ ୩୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧୩ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୭୧ ଜଣ ଆରୋଗ୍ୟ…

ଭୁବନେଶ୍ୱରରେ ଆଜି ୪୮୦ ପଜିଟିଭ, ୬୪୨ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୦ ଜଣ କରୋନା ପଜିଟିଭ୍ । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୨ ଜଣ ରହିଥିବା ବେଳେ ୨୯୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୬୪୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…

ନିଟ୍ ପରୀକ୍ଷା ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ଗଡିବ ୪ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର:ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଗଣାରେ ପରିବହନ ସେବା ସହ ରହଣୀ ସୁବିଧା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଏ.କେ ଶତପଥୀ । ଛାତ୍ରଛାତ୍ରୀଙ୍କ ସୁୁବିଧାକୁ ଦୃଷ୍ଟିରେ…

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କରୋନକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ଗଂଜାମ ଫର୍ମୁଲା ଲାଗୁ କରିବାକୁ…

କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲଗାଇଲେ ରୋକ, ବିଏମ୍‌ସିକୁ ଜବାବ ତଲବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଜବାବ ତଲବ ମଧ୍ୟ କରିଛନ୍ତି । ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ…