Latest Odisha News

BREAKING NEWS

Browsing Tag

Boat Capsizes

ନାଇଜେରିଆରରେ ନୌକାବୁଡି ୭୬ ମୃତ

ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି।…

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ…

ଚିତ୍ରକୋଣ୍ଡା ସିଲେରୁ ଡଙ୍ଗାବୁଡିରେ ୬ ମୃତ, ୨ ନିଖୋଜ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀ ଡଙ୍ଗାବୁଡି ମାମଲା । ସକାଳୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ତାଜା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲାବେଳେ ନିଖୋଜ ଅଛନ୍ତି ଦୁଇଜଣ । ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡିଛି ।…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ମିଳିଲା ୨ ମୃତଦେହ

ମାଲକାନଗିରି: ବୁଧବାର ମାଛଧରା ଡଙ୍ଗାବୁଡି ମାମଲାରେ ନିଖୋଜ ଥିଲେ ୩ଜଣ । ଗତକାଲି ନିଖୋଜଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦମକଳ ବାହିନୀ ଠାବ କରିଥିଲା । ତେବେ ଆଜି ନିଖୋଜ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଓଡ୍ରାଫ ଟିମ୍ ଓ ଦମକଳ ବାହିନୀ ମିଳିତ ଭାବେ ଆଜି ଜଣେ ଶିଶୁ ଓ ଜଣେ…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ଜଣେ ଉଦ୍ଧାର

ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି । ଗତକାଲିଠୁ ସର୍ଚ୍ଚ ଅପରେସନ୍…

ବୁଡିଗଲା ଡଙ୍ଗା, ୮ ଉଦ୍ଧାର ୩ ନିଖୋଜ

ମାଲକାନଗିରି: କରୋନା ମହାମାରୀରେ ମାଲକାନଗିରି ଜିଲ୍ଲାରୁ ଆସିଲା ଦୁଃଖଦ ଖବର । କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦାମୋଦରବେଡା ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡି ୩ଜଣ ନିଖୋଜ । ନିଖୋଜଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ରହିଛି । ଆଜି ସକାଳେ ଏକ ମାଛ…

ବୁଡ଼ିଗଲା ୧୨୦ ଜଣଙ୍କୁ ନେଇ ଯାଉଥିବା ବୋଟ୍; ୭୪ ମୃତ

ତ୍ରିପୋଲ: ୟୁରୋପର ଲିବିୟା ବନ୍ଦରଗାହ ଉଲ-ଖୁମ୍ସ ନିକଟରେ ବୁଡିଯାଇଛି ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ । ଏହି ବୋଟରେ ୧୨୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୭୪ ଜଣ ବୁଡିଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ। ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ଏହି ସ୍ଥାନରେ ପ୍ରାୟ ୮ ଥର…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…

ଚିଲିକାରେ ଡଙ୍ଗା ଦୁର୍ଘଟଣାଗସ୍ତ; ୬ ଯାତ୍ରୀ ଗୁରୁତର ଆହତ

ବାଲୁଗାଁଓ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଓରେ ଅବସ୍ଥିତ ଚିଲିକା ହ୍ରଦରେ ରବିବାର ଦିନ ଏକ ଦେଶୀ ଡଙ୍ଗା ଦୁର୍ଘଟଣାଗସ୍ତ ହେବାଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ବ୍ୟକ୍ତି ପିକନିକ୍ କରିବା ଲାଗି ଆଜି ସକାଳେ କାଳିଜାଇ ମନ୍ଦିରକୁ ଯାଇଥିଲେ । ସେଠାରୁ…

ଧାମରାରେ ଓଲଟିଲା ମାଛଧରା ବୋଟ୍, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର: ଭଦ୍ରକର ଧାମରାସ୍ଥିତ କାଳିନାଳୀ ନିକଟରେ ଏକ ମାଛଧରା ବୋଟ୍ କୌଣସି କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଉକ୍ତ ବୋଟଟି କାଳିନାଳୀ ନିକଟରେ ସମୁଦ୍ରରେ ବୁଡିଯାଇଥିଲା । ଉକ୍ତ ବୋଟରେ ଥିବା ସମସ୍ତ ମତ୍ସ୍ୟଜୀବୀମାନେ…