Latest Odisha News

BREAKING NEWS

Browsing Tag

Bollywood Drugs Case

ଡ୍ରଗ୍ସ ମାମଲା: ଡିସେମ୍ବର ୧୬ରେ ପୁଣି ଥରେ ଅର୍ଜୁନଙ୍କୁ ଜେରା କରିବ ଏନସିବି

ନୂଆଦିଲ୍ଲୀ: ଡିସେମ୍ବର ୧୬ ରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ପୁଣି ଥରେ ହାଜର ହେବାକୁ ସମନ ପଠାଯାଇଛି। ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଅର୍ଜୁନ ରାମପାଲଙ୍କୁ ଏନସିବି ମୁମ୍ବାଇ ୟୁନିଟ୍ ଡକାଇଛି। ଉଲ୍ଲେଖ ଥାଉ କି ନିକଟରେ…

ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ମିଳିଲା ଜାମିନ; ଦୀର୍ଘ ତିନି ମାସ ପରେ ଜେଲ୍‌ରୁ ବାହାରିବେ ଶୌଭିକ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ଆଜି ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ପଚରାଉଚରା ପରେ ଶୌଭିକ୍‌ଙ୍କୁ ଏନସିବି ଦ୍ୱାରା…

ଡ୍ରଗ୍ସ ଜାଲରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ୍‌ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏନସିବି ପକ୍ଷରୁ ଶୀଘ୍ର ଫରୋଜଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି କରାଯିବା ନେଇ ସୂଚନା ମିଳିଛି। ଏନସିବି କାର୍ଯ୍ୟାଳୟରେ ଫିରୋଜଙ୍କ ପତ୍ନୀଙ୍କୁ ପଚରାଉଚରା…

NCBର ସମନ୍ ପରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଗାଏବ୍‌

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଲତାଡ କରୁଛି ଏନ୍‌ସିବି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ ମଧ୍ୟ ଏନ୍‌ସିବି ପଚରାଉଚରା କରିଛି । ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ…

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…

NCB ସ୍କାନରରେ ଦୀପିକାଙ୍କ ୩ କୋ-ଷ୍ଟାର, ନାଁର ପ୍ରଥମ ଅକ୍ଷର S-R-Aରୁ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଯେତିକି ତଦନ୍ତ ଆଗଉଛି ସାମାନକୁ ଆସୁଛି ନୂଆ ନୂଆ ଏପିସୋଡ । ଦୀପିକା ପାଦୁକୋନଙ୍କୁ ପଚରାଉଚରା ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଅଛନ୍ତି ବଲିଉଡର ଆଉ କିଛି ସେଲିବ୍ରିଟି । ଚର୍ଚ୍ଚା ହେଉଛି ଦୀପିକାଙ୍କ ସହ…

କରନ ଜୋହରଙ୍କ ବିରୋଧରେ କହିବାରୁ ପାକିସ୍ତାନରୁ ଆସିଲା ଧମକ

ନୂଆଦିଲ୍ଲୀ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ବିରୋଧରେ ଅଭିଯୋଗ କରିବାରୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଅଧ୍ୟକ୍ଷ ତଥା ଶିରୋମଣୀ ଅକାଳୀ ଦଳ ନେତା ମନଜିନ୍ଦର ସିଂହ ସୀର୍ସାଙ୍କୁ ଏମିତି ଫୋନ୍ କଲ୍ ଆସିଥିଲା । ଏନେଇ…