ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ସୂର୍ଯ୍ୟବଂଶୀ’
ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବିଗ୍ ବଜେଟ୍ ମୁଭି ସୂର୍ଯ୍ୟବଂଶୀ ନଭେମ୍ବର ୫ରେ ମୁକ୍ତିଲାଭ କରିଥିଲା। ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମଧ୍ୟ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼…