Latest Odisha News
Browsing Tag

Bollywood

ବିଦେଶରେ ନୱାଜୁଦ୍ଦିନଙ୍କୁ ପ୍ରଶଂସା; ପାଇଲେ ‘ଏକ୍ସଲେନ୍ସ ଇନ୍‌ ସିନେମା’ ଆୱାର୍ଡ

ମୁମ୍ବାଇ: ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ ଇଷ୍ଟ ଆଚିଭର୍ସ ନାଇଟ୍ ରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏକ୍ସଲେନ୍ସ ଇନ୍‌ ସିନେମାରେ ସମ୍ମାନରେ ସମ୍ମାନିତ ହୋଇଥିଲେ। ନୱାଜୁଦ୍ଦିନ ତଲାଶ, 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର', 'ବଦଲାପୁର', 'ମମ୍‌', 'ବଜରଙ୍ଗୀ ଭାଇଜାନ୍',…

ଭେଟେରାନ୍‌ ଅଭିନେତା ୟୁସୁଫ୍‌ ହୁସେନ୍‌ଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଅଭିନେତା ୟୁସୁଫ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ହନସଲ ମେହେଟ୍ଟା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏହି ସୂଚନା ଦେଇଛନ୍ତି। ହନସଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ସେ ଅନୁଭବ କରୁଛନ୍ତି ଯେ ସେ ଅନାଥ ହୋଇଯାଇଛନ୍ତି। ଅନ୍ୟମାନଙ୍କ…

ଆହାନଙ୍କୁ ଅକ୍ଷୟ କୁମାରଙ୍କ ପ୍ରଶଂସା; କହିଲେ…

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେଇଛନ୍ତି। ଅହାନଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ତଡପ୍‌ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ତାଙ୍କ ବନ୍ଧୁ ସୁନୀଲ ଶେଟ୍ଟୀଙ୍କୁ ଅଭିନନ୍ଦନ…

ଡିସେମ୍ବରରେ ବିବାହ ଯୋଜନାକୁ ନେଇ ସ୍ପଷ୍ଟ କଲେ କ୍ୟାଟ୍ରିନା; କହିଲେ…

ମୁମ୍ବାଇ: ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା। ଚଳିତ ବର୍ଷ ଉଭୟଙ୍କ ହେବନି ବୋଲି କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି। ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଦୁହେଁ ନିଜ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି।…

ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’, ‘ପୃଥୀରାଜ’

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀଙ୍କ ଅଭିନୀତ 'ବଣ୍ଟି ଔର୍‌ ବବଲି ୨', ଅକ୍ଷୟ କୁମାରଙ୍କ ପୃଥୀରାଜ, ରଣବୀର ସିଂଙ୍କ ଜୟଶଭାଇ ଏବଂ ରଣବୀର କପୁରଙ୍କ ଶମ୍‌ଶେର ନିର୍ଦ୍ଧାରିତ ରିଲିଜ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବେ। ବହୁ…

କାହିଁକି ରବୀନାଙ୍କ ସହ କାମ କରିବାକୁ ପସନ୍ଦ କରୁ ନଥିଲେ ସଲ୍‌ମାନ?

ନୂଆଦିଲ୍ଲୀ: ନିକଟରେ ୪୭ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ ବିୟୁଟି ରବୀନା ଟଣ୍ଡନ। ଏହି ସମୟରେ ରବୀନା ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଏବଂ ତାଙ୍କର ପ୍ରଥମ କୋ-ଷ୍ଟାର ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ଖୁଲାସା କରିଥିଲେ। ରବୀନା ୧୯୯୧ରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।…

ମୋତେ ବି ଦୁର୍ବ୍ୟବହାର କରାଯାଇଥିଲା; ଇଶା

ନୂଆଦିଲ୍ଲୀ: ୨୦୧୨ ମସିହାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଇଶା ଗୁପ୍ତା ପ୍ରକାଶ କରିଛନ୍ତି ଯେ, ସେ ବି ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଏକ ଫିଲ୍ମ ସେଟ୍‌ରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦୁଇଥର ଦୁର୍ବ୍ୟବହାର କରିଥିଲେ। 'କମାଣ୍ଡୋ ୨' ଅଭିନେତ୍ରୀ କହିଛନ୍ତି ଯେ ସେ ଜଣେ…

ନଭେମ୍ବରରେ ବାହା ହେବେ ଆଲିଆ ଓ ରଣବୀର!

ମୁମ୍ବାଇ: ବି-ଟାଉନର ସବୁଠାରୁ ଚର୍ଚ୍ଚିତ ତଥା ବିବାହ ଯୋଗ୍ୟ ଦମ୍ପତିମାନଙ୍କ ମଧ୍ୟରୁ ଆଲିଆ  ଏବଂ ରଣବୀର  ଅନ୍ୟତମ। ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଣି ଥରେ ଏହି ଦମ୍ପତିଙ୍କ ବିବାହ ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଥିରେ ଦାବି…

‘କ୍ରିଶ୍ ୪’ ପାଇଁ ଗୀତ ଗାଇବେ ହ୍ରିତିକ୍

ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ୍ ବର୍ତ୍ତମାନ ତାଙ୍କ ଆଗାମୀ ମୁଭି ଫାଇଟର୍ ଏବଂ ବିକ୍ରମ ବେଦ ସୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ 'କ୍ରିଶ୍ ୪' ରେ ସୁପରହିଟ୍ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମ୍ୟୁଜିକ୍ କମ୍ପୋଜର ରାଜେଶ…

ଡିସେମ୍ବରରେ ବାହା ହେବେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବେ ଭିକି ଓ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ତେବେ ଇ ଟାଇମ୍ସର ଏକ ରିପୋର୍ଟ…