Latest Odisha News

BREAKING NEWS

Browsing Tag

Bollywood

‘ଚଣ୍ଡିଗଡ଼ କରେ ଆଶିକୀ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଏବଂ ବାନି କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଚଣ୍ଡିଗଡ଼ କରେ ଆଶିକୀ'ର ଟ୍ରେଲର ଆଜି ଅର୍ଥାତ୍‌ ନଭେମ୍ବର ୮ ରେ ମୁକ୍ତିଲାଭ କରିଛି। ଆୟୁଷ୍ମାନ ଏବଂ ବାନି ଟ୍ରେଲରଟି ଭରପୁର ରୋମାନ୍ସରେ ଭରି ରହିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା…

ପଞ୍ଜାବରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ତୀବ୍ର ବିରୋଧ

ନୂଆଦିଲ୍ଲୀ: କରୋନା ପରେ ଅନେକ ବିଗ୍‌ ବଜେଟ୍‌ ମୁଭି ମୁକ୍ତିଲାଭ ଅପେକ୍ଷାରେ ରହିଛି। ଅନେକଙ୍କ ସୁଟିଂ ଚାଲିଛି ଏବଂ ଅନେକ ରିଲିଜ ପାଇଁ ପ୍ରସ୍ତୁତ ମଧ୍ୟ ହେଉଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ସୂର୍ଯ୍ୟବଂଶୀ ନିକଟରେ ରିଲିଜ୍ ହୋଇଛି। ଫିଲ୍ମକୁ ଚର୍ଚ୍ଚା ମଧ୍ୟ ଜୋର…

ସଲ୍‌ମାନଙ୍କ ସାମ୍‌ନାରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ ଭିକି!

ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ୍‌ ଷ୍ଟାର୍‌ ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଭିତରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୨୦୧୯ରେ ଭିକି କୌଶଲ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା…

‘ସୂର୍ଯ୍ୟବଂଶୀ’ର ନୂଆ ରେକର୍ଡ; ବିଦେଶରେ ୧୩୦୦, ଦେଶରେ ୪୦୦୦ ସ୍କ୍ରିନ୍‌ରେ ରିଲିଜ ହେଲା ଫିଲ୍ମ

ନୂଆଦିଲ୍ଲୀ: ନୂଆ ରେକର୍ଡ କଲା ଫିଲ୍ମ 'ସୂର୍ଯ୍ୟବଂଶୀ'। ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଶେଷରେ ଆଜି ତଥା ନଭେମ୍ବର ୫ ରେ ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଅଜୟ ଦେବଗନ୍ ମଧ୍ୟ…

ଫିଲ୍ମ ‘ଉମ୍‌ରୋ ଜାନ୍‌’ ପାଇଁ ଐଶ୍ବର୍ଯ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'ଉମ୍‌ରୋ ଜାନ୍‌'ରେ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ଭୂମିକାକୁ ବେଶ୍‌ ତାରିପ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଏହା ଉର୍ଦ୍ଦୁ ଉପନ୍ୟାସ ଉମ୍‌ରୋ ଜାନ ଅଦା ଉପରେ ଆଧାରିତ। ତେବେ ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ପ୍ରଥମ ପସନ୍ଦ…

ପର୍ଣ୍ଣ ସାଇଟ୍ ଚଳାଉଥିଲେ ସାରାଙ୍କ ମା’ ଅମୃତା ସିଂ !

ମୁମ୍ବାଇ: ସାରା ଅଲି ଖାନ ବଲିଉଡ ସହିତ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ମା ଏବଂ ବାପା ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅଛନ୍ତି। ଏକ ସାକ୍ଷାତକାର ସମୟରେ ସାରା ତାଙ୍କ ପିତାମାତାଙ୍କ ଚଳଚ୍ଚିତ୍ର ଦେଖିବା ପରେ ସେ କ’ଣ ଭାବୁଥିଲେ ସେ ବିଷୟରେ…

ଫରାହ୍‌ ଖାନ୍‌ଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିସା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନ ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ୟୁଏଇ ଗୋଲଡେନ ଭିସା ଗ୍ରହଣ କରିଥିବା ଘୋଷଣା କରିଛନ୍ତି। ଦୁବାଇର ସରକାରୀ ସଦସ୍ୟ ସୟଦ ଅଲ ଜାନାହିଙ୍କ ଦ୍ୱାରା ଭିସା ପ୍ରଦାନ କରାଯିବାର ଏକ ଫଟୋ ସେୟାର କରିଛନ୍ତି ଫରାହ ଖାନ। ସେ ଏହି…

ଲିଗାଲ୍‌ ନୋଟିସ୍‌ ଦେଇ ହୁମାଙ୍କୁ ସୋନାକ୍ଷୀଙ୍କ ଧମକ; କହିଲେ…

ନୂଆଦିଲ୍ଲୀ: ଅଭିନେତ୍ରୀ ହୁମା କୁରେଶୀଙ୍କୁ ଏକ ଆଇନଗତ ନୋଟିସ ପଠାଇବାକୁ ସୋନାକ୍ଷୀ ସିହ୍ନା ଧମକ ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ହୁମା ତାଙ୍କ ଫଟୋ ପୋଷ୍ଟ କରିବା ବନ୍ଦ କରିବା ଉଚିତ୍। କେବଳ ଏତିକି ନୁହେଁ ହୁମା ତାଙ୍କ ଆକାଉଣ୍ଟରେ ଏହି ଫଟୋ…

୧୩ରେ ରିଲିଜ କରିବ ସିଦ୍ଧାର୍ଥଙ୍କ ‘ମିଶନ ମଜ୍‌ନୁ’

ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ 'ମିଶନ ମଞ୍ଜୁ' ୧୩ ମେ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ସୋସିଆଲ ମିଡିଆ ଜରିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କୁ ଜଣେ ର ଏଜେଣ୍ଟ ଭୂମିକାରେ…

୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।…