୧୩ରେ ରିଲିଜ କରିବ ସିଦ୍ଧାର୍ଥଙ୍କ ‘ମିଶନ ମଜ୍ନୁ’
ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ 'ମିଶନ ମଞ୍ଜୁ' ୧୩ ମେ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ସୋସିଆଲ ମିଡିଆ ଜରିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କୁ ଜଣେ ର ଏଜେଣ୍ଟ ଭୂମିକାରେ…