Latest Odisha News

BREAKING NEWS

Browsing Tag

Bollywood

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ…

କାହିଁକି ଛୋଟ ଡ୍ରେସ ପିନ୍ଧନ୍ତି !

ଓଡ଼ିଶା ସମ୍ବାଦ ବ୍ୟୁରୋ : ରଙ୍ଗ ବେରଙ୍ଗର ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠୁ ବେଶି ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ଉର୍ଫି ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ । ହେଲେ ନିଜର ବୋଲ୍ଡ ଅନ୍ଦାଜ ଡ୍ରେସ ସହ ଅଜବ ଗଜବ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ…

୨୦୨୨ରେ ବି-ଟାଉନ୍ ତାରକାଙ୍କ ଘରକୁ ଆସିଥିଲେ ନୂଆ ଅତିଥି

ନୂଆଦିଲ୍ଲୀ: ୨୦୨୨ ବଲିଉଡ୍ ପାଇଁ ଅନେକ ଅପସ୍ ଆଣ୍ଡ୍ ଡାଉନ୍ସ୍ ଆଣିଥିଲା । ହେଲେ ସେଲିବ୍ରିଟି ପର୍ସନାଲ ଲାଇଫ୍ ରେ ଅନେକ ଖୁସି ସାଉଁଟିଛନ୍ତି । ଅନେକ ତାରକା ନିଜ ଘରକୁ ନୂଆ ସଦସ୍ୟ ଆଣିଛନ୍ତି ଓ ଆଉ କେତେ ଜଣ ବାପା ମାଆ ହେବାର ଖୁସି ଅପେକ୍ଷାରେ ରହିଛନ୍ତି । ଷ୍ଟାର କପଲ୍  ପ୍ରିୟଙ୍କା…

୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍ ତାରକା

ନୂଆଦିଲ୍ଲୀ : କରୋନାରେ ଦୁଇ ବର୍ଷ ଲକଡାଉନ ଓ ସଟ୍ ଡାଉନରେ କଟିବା ପରେ ୨୦୨୨ ଟିକେ ଆଶ୍ୱସ୍ତି ଦେଇଥିଲା । ବଲିଉଡ୍ ପାଇଁ ୨୦୨୨ ସଂଘର୍ଷର ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବନି । କାରଣ ଥିଏଟର ବନ୍ଦ କାରଣରୁ ବଲିଉଡ୍ ଜଗତରେ କଳାବାଦଲ ଛାଇଥିଲା । ୨୦୨୨ରେ ଫିଲ୍ମରୁ ଦୂରେଇ କିଛି ତାରକା ସଂସାର…

ରାଉଣ୍ଡ ଅପ୍ ୨୦୨୨ : କେତେ ସଫଳ ବଲିଉଡ୍ ଓ ଓଲିଉଡ୍

ବ୍ୟୁରୋ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ବଲିଉଡ୍ । କିନ୍ତୁ ୨୦୨୨ ବଲିଉଡ୍ ପାଇଁ ଥିଲା ନୈରାଶ୍ୟଜନକ । କୋଭିଡ ପରସ୍ଥିତି ପାଇଁ ଚଞ୍ଚଳ ହୋଇପାରିନି ବଲିଉଡ୍ । ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ମାତ୍ର ୩୩ ପ୍ରତିଶତ ବା ୯ହଜାର ୨୪ କୋଟିର ବକ୍ସ ଅଫିସ କଲେକ୍ସନ କରିଛି…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ…

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର…