Latest Odisha News

BREAKING NEWS

Browsing Tag

Bollywood

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।। ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି…

ରାକୁଲ୍‌ ପ୍ରୀତ୍‌ଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କଲା ଫିଲ୍ମ ‘ମେ ଡେ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ମେ ଡେ'ରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସଦ୍ୟତମ ଖବର ଅନୁଯାୟୀ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ ଦର୍ଶକ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ଖୋଦ୍‌ ଅଜୟ ଦେବଗନଙ୍କୁ ମଧ୍ୟ ଅଭିନୟ…

ଏହି ଦିନ ରିଲିଜ୍ ହେବ ପ୍ରଭାସଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘ଆଦିପୁରୁଷ’

ନୂଆଦିଲ୍ଲୀ: ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଏବେ ଚାରିଆଡେ ଆଲୋଚନା ହେଉଛି। ଗୁରୁବାର ନିର୍ମାତା ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିବ। ଅଭିନେତା ପ୍ରଭାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ…

ତୃତୀୟ ଥର ପାଇଁ କଙ୍ଗନା ଏବଂ ଭଉଣୀ ରଙ୍ଗୋଲିଙ୍କୁ ହାଜର ହେବାକୁ ନୋଟିସ୍‌ ପଠାଇଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ତୃତୀୟ ଥର ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମୁମ୍ବାଇ ପୋଲିସ ସମନ ଜାରି କରିଛି। ମୁମ୍ବାଇ ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଏହି ସମନ୍ୱୟରେ କଙ୍ଗନା ରାନାୱତଙ୍କୁ ୨୩ ନଭେମ୍ବରରେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି…

ନେଟ୍‌ଫ୍ଲିକ୍ସର ସ୍ୱପ୍ନ ପୂରଣ କଲେ ବିରାଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ, ନଭେମ୍ବର ୨୯ ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲି ଏକ ସଙ୍ଗରୋଧରେ ଅଛନ୍ତି। ବିରାଟ କୋହଲି ତାଙ୍କ ସଙ୍ଗରୋଧ ଅବଧିରେ ନେଟଫ୍ଲିକ୍ସର ୱେବ୍…

ପ୍ରସିଦ୍ଧ କଳାକାର ଅଞ୍ଜୁମ ସିଂଙ୍କର କର୍କଟରେ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କଳାକାର ଅଞ୍ଜୁମ ସିଂଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ପ୍ରାୟ ୬ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କଳା ସଂଗ୍ରହକାରୀ 'କିରଣ ନାଦର ସଂଗ୍ରହାଳୟ' ଏହି ସୂଚନା ଦେଇଛି। ନାଦର ମ୍ୟୁଜିୟମ୍ ଅଫ୍ ଆର୍ଟ…

ପ୍ରେକ୍ଷାଳୟ‌ରେ ‘ସୁରଜ ପେ ମଙ୍ଗଳ ଭାରୀ’ର ଭରପୂର ମଜା ଉଠାଇଲେ ଅମୀର ଏବଂ ଝିଅ ଇରା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ହେତୁ ସାରା ଦେଶରେ ପ୍ରେକ୍ଷାଳୟ ବନ୍ଦ ହେବାର ଆଠ ମାସ ପରେ ଏବେ ସାରା ଦେଶରେ ପ୍ରେକ୍ଷାଳୟ ଖୋଲିବାର ପ୍ରକ୍ରିୟା ଚାଲିଛି। ଏଭଳି ପରିସ୍ଥିତିରେ ନିକଟରେ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ସିନେମା ମଧ୍ୟ ଖୋଲାଯାଇଥିଲା। ତେବେ ଏହା ଭିତରେ ମନୋଜ ବାଜପେୟୀ, ଫାତିମା…

ବିଦେଶରେ ଭଲ ରୋଜଗାର କରୁଛି ଫିଲ୍ମ ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ 'ଲକ୍ଷ୍ମୀ' ଡିସ୍‌ନି ପ୍ଲସ ହଟଷ୍ଟାରରେ ୯ ନଭେମ୍ବରରେ ଭାରତରେ ମୁକ୍ତିଲାଭ କରିଥିଲା। ସେହି ଦିନ ଫିଲ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପପୁଆ ନ୍ୟୁ ଗିନି ଏବଂ ସାଉଦି ଆରବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି…

ଦୀପାବଳିରେ ଆସିଲା ‘ରାମ ସେତୁ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀପାବଳି ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଖାସ୍ ଅନ୍ଦାଜରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜର ଅପକମିଂ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି ।…

ସେକ୍ସିଜିମ୍‌କୁ ନେଇ ମହିଳାଙ୍କୁ କଣ ଦିଗ୍‌ଦର୍ଶନ ଦେଲେ ଅଭିନେତ୍ରୀ ସୋନମ୍‌ କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଅନେକ ସମୟରେ ଲୋକଙ୍କ ସହ ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ନିକଟରେ ସେ ଏକ ସାକ୍ଷାତକାର ସମୟରେ ସୋନମ ବଲିଉଡରେ ମହିଳାଙ୍କ ସ୍ଥିତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ବଲିଉଡରେ ମହିଳାମାନଙ୍କ ବିଷୟରେ ଗୀତ ଏବଂ…