ବଲିଉଡ୍ ଛାଡିବେ ଅଭିନେତ୍ରୀ ସାନା ଖାନ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାନା ଖାନ୍ ଫିଲ୍ମ ଜଗତରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସାନା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ‘ଇସ୍ଲାମ୍’କୁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାର କାରଣ କହିଛନ୍ତି।
ସାନା କହିଛନ୍ତି ଯେ ସେ ଆଗକୁ ସେବା…