Latest Odisha News

BREAKING NEWS

Browsing Tag

Bollywood

ପବ୍ଲିକ୍ ନୁହେଁ ବଲିଉଡରୁ ସମାଲୋଚନା ସାଉଣ୍ଟୁଛି ମସକଲି 2.0 !

ମୁମ୍ବାଇ: ମାତ୍ର ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିଲା ମସକଲି 2.0 । ଭିୟର୍ସିପ ୧୯ ମିଲିଅନ୍‌ରୁ ଅଧିକ ଥିଲେ ବି ବଲିଉଡରୁ ଏହି ଗୀତକୁ ମିଳିଛି ତୀବ୍ର ସମାଲୋଚନା । Enjoy the original #Masakali https://t.co/WSKkFZEMB4@RakeyshOmMehra @prasoonjoshi_ @_MohitChauhan…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !

ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ 'ଆରଆରଆର'ରେ ଅଭିନୟ କରିବେ । ୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର । ଏହା ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି…

‘ହାପି ବାର୍ଥ ଡେ’ ଭାଇଜାନ ସଲମାନ; ୫୪ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ୍ ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିକଟ…

ଫ୍ରାଇଡେ୍ ରିଲିଜ୍: ପରଦାକୁ ଆସିଲା ରାଣୀଙ୍କ ‘ମର୍ଦାନୀ ୨’

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ମର୍ଦାନୀ ୨’ ଶୁକ୍ରବାର ଦିନ ବଡ ପରଦାରେ ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ…

ଫିଲ୍ମ ଜଗତରୁ ଅବସର ନେବେ ଅମିତାଭ ବଚ୍ଚନ !

ମୁମ୍ବାଇ: ପ୍ରାୟ ୫ ଦଶନ୍ଧିରୁ ବଲିଉଡରେ ରାଜ କରୁଥିବା ବିଗ୍ ବି’ ଅମିତାଭ ବଚ୍ଚନ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରୁ ଅବସର ନେଇପାରନ୍ତି । ଏନେଇ ନିଜ ବ୍ଲଗରେ ସେ ସଙ୍କେତ ଦେଇଛନ୍ତି । ନିଜ ଅଫିସିଆଲ୍ ବ୍ଲଗରେ ଅମିତାଭ ଲେଖିଛନ୍ତି, “ମୋତେ ଏବେ ଅବସର ନେବାକୁ ପଡିବ...ମୁଁ ମୁଣ୍ଡ କିଛି ଭାବୁଛି,…

ମରାଠା ବୀର ଯୋଦ୍ଧାଙ୍କ ଲୁକରେ ଅଜୟ, ସାମ୍ନାକୁ ଆସିଲା ‘ତାନାଜି: ଦ ଅନସଙ୍ଗ ୱାରିଅର’ର ଟ୍ରେଲର

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲ ମାନଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ ଉପରେ ପର୍ଯ୍ୟବେସିତ କାହାଣୀକୁ ନେଇ ରୂପେଲି ପରଦାକୁ ଆସୁଛନ୍ତି ଅଜୟ ଦେବଗନ । ଯାହା ଅଜେୟ ଦେୱଗନଙ୍କ ୧୦୦ତମ ଫିଲ୍ମ। ନିକଟରେ ତାଙ୍କ ଅଭିନୀତ 'ତାନାଜି: ଦ ଅନସଙ୍ଗ ୱାରିଅର'ର ହୃଦୟସ୍ପର୍ଶୀ ଟ୍ରେଲର ରିଲିଜ୍…

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍…

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…