Latest Odisha News

BREAKING NEWS

Browsing Tag

Bridge

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସେତୁର ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…

ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡ଼ା: ବନ୍ୟା ପରେ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଆରମ୍ଭ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗାଁ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି । ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା…

ନାଳ ଉପରେ ନିର୍ମାଣ ହେଉନି ବ୍ରିଜ୍, ଖଟିଆରେ ବୁହା ହେଉଛନ୍ତି ରୋଗୀ

କାମାକ୍ଷାନଗର: ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ୁଛି । ଗାଁକୁ ବିଚ୍ଛିନ୍ନ କରୁଛି ଗୋବରୀ ନାଳ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗୋବରି ଗାଁ ପାଖରେ ରହିଛି ଏହି ନାଳ । ବର୍ଷା ଦିନେ ଏହି ନାଳ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ଲଗାଣ ବର୍ଷା ପରେ ନାଳରେ କେତେବେଳେ ଆଣ୍ଠୁଏ ତ ଆଉ…

ଜାଣନ୍ତୁ, ଏହି ବିରଳ ବ୍ୟକ୍ତିତ୍ୱଙ୍କୁ: ଯିଏ ପେନସନ ପଇସାରେ ବାନ୍ଧିଲେ ସେତୁ…

ଆନନ୍ଦପୁର : ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ମଣିଷ କେବଳ ନିଜ ବିଷୟରେ ଚିନ୍ତା କରୁଥିବାବେଳେ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯିଏ ନିସ୍ୱାର୍ଥପର ଭାବରେ ସମାଜସେବା କରିବାରେ ଲାଗିପଡିଥାନ୍ତି । ଏପରି ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗଙ୍ଗାଧର ରାଉତ । ଯିଏ ନିଜ…