ବିଏସଏନଏଲର ନୂଆ ପ୍ଲାନରେ ପ୍ରତିଦିନ ମିଳିବ ୫ ଜିବି ଡାଟା; ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଗ୍ରାହକମାନଙ୍କ ଲାଗି ଆଣିବାକୁ ଯାଉଛି ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୫ ଜିବି ଯାଏଁ ଡାଟା।
ଜାଣନ୍ତୁ, ଏହି ନୂତନ ପ୍ଲାନ୍ ସମ୍ପର୍କରେ...
ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୫୯୮ ଟଙ୍କାରେ…