Latest Odisha News

BREAKING NEWS

Browsing Tag

Building

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ବାଲେଶ୍ୱର: କୋଠା ବିସ୍ଫୋରଣ ଘଟଣାରେ ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ତିନି ମହଲା କୋଠାରେ ହୋଇଥିବା ବିସ୍ଫୋରଣର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତର ନାମ ଶ୍ରୀଧର ମହାନ୍ତି ବୋଲି ଜଣାପଡିଛି ।…

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…