Latest Odisha News

BREAKING NEWS

Browsing Tag

Bus Accident

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାତିରୁ ରାଜପଥ ଅବରୋଧ

ସୋନପୁର: ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ଠପ୍ । ମଙ୍ଗଳବାର ରାତିରୁ ରାସ୍ତା ଅବରୋଧ କରିଛନ୍ତି ନାୟକପଡ଼ା ଗ୍ରାମବାସୀ । ଗତକାଲି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ ନାୟକପଡ଼ାର ଅଭିମନ୍ୟୁ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା ।…

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୬ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା…

ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଗଞ୍ଜାମ : ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲେ ୫୦ ତୀର୍ଥଯାତ୍ରୀ । ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ…

ଚିତ୍ତୋରରେ ଭୟଙ୍କର ବସ୍ ଦୁର୍ଘଟଣା : ଖାଲରେ ପଡ଼ି ୭ ମୃତ, ୪୫ ଗୁରୁତର

ଆନ୍ଧ୍ରପ୍ରଦେଶ  : ଆନ୍ଧ୍ରପ୍ରଦେଶ ଚିତ୍ତୋରରେ ଶନିବାର ମଧ୍ୟରାତିରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଗଭୀର ଖାଲ ମଧ୍ୟକୁ ଖସିପଡିବାରୁ ୭ଜଣଙ୍କର ମୃତ୍ୟୁ ହେବା ସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା…

ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ : ୩୮ ଓଡିଆ ଶ୍ରମିକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍…

ଓଡ଼ିଶା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ, ୪୭ ଆହତ

ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ବସ୍‌ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା । ଏତିକିବେଳେ ଏନଏଚ୍-୫ର ରଣସରନ ନିକଟରେ ଟ୍ରକକୁ…

ରାସ୍ତାକଡ଼ରେ ଓଲଟିଲା ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ବସ୍ । ପାରାଦୀପ-କଟକ ରାସ୍ତାର ହସିଣା ନିକଟ ପେଟ୍ରୋଲ ପମ୍ପ ନିକଟରେ ଓଲଟିଲା ସ୍ନେହ ସାଗର ନାମକ ବସ୍ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ଓ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି । ବସରେ ୬ ଜଣ ଯାତ୍ରୀ ଥିଲେ ।…

ବସ ଦୁର୍ଘଟଣାରେ ୩୦ଜଣ ଆହତ, ୫ଜଣ ଗୁରୁତର

ଗଜପତି: ବିବାହ ଉତ୍ସବରୁ ଫେରୁଥିବାବେଳେ ବସଟି ଦୁର୍ଘଟଣା ହୋଇଛି । ଗଜପତି ରାୟଗଡ଼ ବ୍ଲକ ସେବକପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ବୋଲି…

ଓଲଟିଲା ବସ୍: ୨ ମୃତ, ୬ ଆହତ

ସୁନ୍ଦରଗଡ଼: ଓଲଟିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ୬ ଆହତଙ୍କୁ ପ୍ରଥମେ ରାଜଗାଙ୍ଗପୁର ହସ୍ପିଟାଲ ଓ ପରେ ରାଉରକେଲା…