Latest Odisha News

BREAKING NEWS

Browsing Tag

CBSE

ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ…

ସିବିଏସଇ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରାଜ୍ୟ ଟପ୍ପର

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଗୌରବାନ୍ୱିତ କରିଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ । ଶୁକ୍ରବାର ସିବିଏସ୍ଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ପୂର୍ବ ବର୍ଷ ଭଳି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର…

ସିବିଏସ୍ଇ ରେଜଲ୍ଟରେ କିଟ୍ ଇଣ୍ଟରନ୍ୟାସାନାଲ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀ ସ୍କୁଲ୍‍ର ଛାତ୍ରୀ…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶତ ପ୍ରତିଶତ ସଫଳତା:ବିଶାଖା ଓ ରୋନିତ ଆଞ୍ଚଳିକ ଟପର୍

ଭୁବନେଶ୍ୱର : ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ  କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ: ଦ୍ୱାଦଶ ପରେ ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସହାର ୯୪.୪୦ ପ୍ରତିଶତ ରହିଛି । ଦେଶର ୨୨ ହଜାର ୭୨୧ଟି ସ୍କୁଲର ପରୀକ୍ଷା ୭ ହଜାର ୪୦୫ଟି କେନ୍ଦ୍ରରେ ହୋଇଥିଲା । ୨୦ ଲକ୍ଷ ୯୩ ହଜାର ୯୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୯…

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୭୧ %

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଜବାହର ନବୋଦୟ ବିଦ୍ୟାଳୟର ରେଜଲ୍ଟ ୯୮.୯୩ ପ୍ରତିଶତ…

ବିବାଦୀୟ ପ୍ରଶ୍ନ ହଟାଇଲା ସିବିଏସ୍‌ଇ; ଛାତ୍ରଛାତ୍ରୀଙ୍କୁ ମିଳିବ ଫୁଲ୍‌ ମାର୍କସ୍‌

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ପଚରାଯାଇଥିବା ବିବାଦୀୟ ପ୍ରଶ୍ନ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ସୋମବାର ବୋର୍ଡ ଏହାକୁ ପ୍ରତ୍ୟାହାର କରିଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କହିଛି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର୍‌ରେ…

ଅଫଲାଇନରେ ହେବ CBSE, CISCE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଦିଲ୍ଲୀ : ସିବିଏସଇ ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଝଟକା । ଏଥର ଅଫଲାଇନରେ ହେବ ବୋର୍ଡ ପରୀକ୍ଷା । ପରୀକ୍ଷା ହାଇବ୍ରିଡ ମୋଡରେ କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥର ପରୀକ୍ଷା ଅଫଲାଇନରେ ହେବ । ଆଉ ଛାତ୍ରଛାତ୍ରୀଙ୍କୁ…

CBSE, ICSE ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୀର୍ଘ ଦିନ ଧରି ସ୍ଥଗିତ ରହିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ପରୀକ୍ଷା ତାରିଖକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ପରୀକ୍ଷା ବାତିଲ୍ ନେଇ ସୋସିଆଲ୍ ମିଡିଆରେ ଦାବି…